ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଚ୍ୟୁତାନନ୍ଦ କର
ଅଚ୍ୟୁତାନନ୍ଦ କର ସମାଲୋଚନାମୂଳକ ପତ୍ରିକା ‘ଦୁର୍ମୂଖ’ର ସମ୍ପାଦକଭାବେ ପଣ୍ଡିତ ଅଚ୍ୟୁତାନନ୍ଦ କର(୧୯୩୩-୨୦୧୪) ଓଡ଼ିଶାର ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଏକ ପରିଚିତ ନାମ ଥିଲେ। ତାଙ୍କୁ ଓଡ଼ିଶାର ବ୍ୟଙ୍ଗ ସମ୍ରାଟ ବା ବ୍ୟଙ୍ଗ ମହାସାଗର ବୋଲି କୁହାଯାଏ। ସାହିତ୍ୟ କ୍ଷେତ୍ରରେ ଶ୍ରୀ କରଙ୍କ ରଚନା ଏକ ବ୍ୟତିକ୍ରମ ଓ ବାସ୍ତବବାଦୀ। ବିପ୍ଳବୀଣୀର ଇତିକଥା, ଇଟା ସିମେଣ୍ଟର ପୁଞ୍ଜିବାଦ, ମୋହ ମୁଦ୍‌ଗର, ଯୁଗେ ଯୁଗେ ଧର୍ମ, ଇସ୍ଫୋରଣ, ସଂଗ୍ରାମ ଓ ସଂଘର୍ଷ, ଡାକେ ଦୁର୍ଖୂଖ, ଜୀଅନ୍ତା ମଣିଷର ମୂର୍ତ୍ତି, ବେଆଇନ୍‌ ମଣିଷ ଇତ୍ୟାଦି ପୁସ୍ତକରର ରଚୟିତା ତଥା ଦୀର୍ଘ ବର୍ଷ ଧରି ସାପ୍ତାହିକୀ ପ୍ରଜାତନ୍ତ୍ରର ବ୍ୟଙ୍ଗକାର ଭାବେ ସେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ