ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କେ.ଶ୍ୟାମବାବୁ ଦୋରା
କେ.ଶ୍ୟାମବାବୁ ଦୋରା ଜଣେ ଯୁବ ବ୍ୟବସାୟୀ ହୋଇ ମଧ୍ୟ କବି ଭାବେ କେ.ଶ୍ୟାମବାବୁ ଦୋରା ବେଶ୍‌ ପରିଚିତ୤ ତୀରତରଙ୍ଗ ପୁରସ୍କାର ଓ ଓଡ଼ିଶା ଯୁବ କବି ପୁରସ୍କାର ଆଦିରେ ସମ୍ମାନିତ ହୋଇଥିବା ଶ୍ରୀ ଦୋରାଙ୍କ ଅଦ୍ୟାବଧି ‘ଆତ୍ମାଭୋଗ’ ନାମରେ ଏକ କବିତା ସଙ୍କଳନ ପ୍ରକାଶିତ ହୋଇ ପାଠକୀୟ ଆଦର ଲାଭ କରିଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ