ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜଗନ୍ନାଥ ମହାନ୍ତି
ଜଗନ୍ନାଥ ମହାନ୍ତି ପ୍ରଫେସର ଜଗନ୍ନାଥ ମହାନ୍ତି( ୧୯୩୭-୨୦୧୧) ଜଣେ ପ୍ରଥିତଯଶା ଶିକ୍ଷାବିତ୍‌ ଓ ସାରସ୍ୱତ ସ୍ରଷ୍ଟା। ପ୍ରବନ୍ଧ, ଭ୍ରମଣ କାହାଣୀ, ଜୀବନୀ, ଶିକ୍ଷା ଓ ସଂସ୍କୃତି ଆଧାରିତ ଶତାଧିକ ପୁସ୍ତକର ରଚୟିତା ସହିତ ଜଣେ ଶିଶୁ ସାହିତ୍ୟିକ ଭାବେ ବେଶ୍‌ ପରିଚିତ ଥିଲେ ସେ। ଦୀର୍ଘବର୍ଷ ଧରି ବିଦ୍ୟାଳୟ ପାଠ୍ୟପୁସ୍ତକ ପ୍ରସ୍ତୁତି ସହିତ ସେ ସମ୍ପୃକ୍ତ ଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଭାରତ ଭ୍ରମଣ’, ‘ଦୂର ଦିଗନ୍ତ’- ଭ୍ରମଣ କାହାଣୀ, ‘ଜୀବଜନ୍ତୁ’, ଆମ ଜୀବନ ଆମ ବିଜ୍ଞାନ’ ଆଦି ବିଜ୍ଞା କଥା ଏବଂ ‘ମୋ ଧୂଳିଘର’ ଓ ‘ଆମେ ସଭିଏଁ ଫୁଲ’ ଆଦି ଶିଶୁ ସାହିତ୍ୟ ଅନ୍ୟତମ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ