ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁରୁପ୍ରସାଦ ମହାନ୍ତି
ସ୍ବାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଆ କବିଙ୍କ ମଧ୍ୟରେ ଗୁରୁପ୍ରସାଦ ମହାନ୍ତି (୧୯୨୪-୨୦୦୪) ଜଣେ ପ୍ରତିଷ୍ଠିତ କବି ଭାବେ ସୁପରିଚିତ୤ ଅଧିକ ସଂଖ୍ୟାରେ ଲେଖାଲେଖି କରି ନଥିଲେ ସୁଦ୍ଧା ପ୍ରସିଦ୍ଧ ଇଂରାଜୀ କବି ଟି.ଏସ୍‌.ଇଲିଅଟ୍‌ଙ୍କ ଲେଖା ଓ ଆଦର୍ଶରେ ଶ୍ରୀ ମହାନ୍ତି ଅନୁପ୍ରାଣିତ ହୋଇଥିଲେ ବୋଲି ଜଣାପଡ଼େ୤ ସେ ନିଜର କାବ୍ୟ ସଙ୍କଳନ "ସମୁଦ୍ରର ସ୍ନାନ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଭ୍ରମଣ ସାହିତ୍ୟ "ପାଟଳିପୁତ୍ରର ହାଲ୍‌ଚାଲ୍‌" ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ ଏହା ବ୍ୟତୀତ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି ମଧ୍ୟରେ "ନୂତନ କବିତା", "ଆଶ୍ଚର୍ଯ୍ୟ ଅଭିସାର" ଆଦି କବିତା ସଙ୍କଳନ ସହିତ "ଦୂର ସୀମାନ୍ତ ପରେ" ନାମକ ଏକ ଭ୍ରମଣ କାହାଣୀ ମଧ୍ୟ ଅନ୍ତର୍ଭୁକ୍ତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ