ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ଭାଷାରେ ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ଭାବେ ଗୋପାଳଚନ୍ଦ୍ର ପ୍ରହରାଜ (୧୮୬୮-୧୯୪୬) ସୁପରିଚିତ୤ ତାଙ୍କ ଦ୍ବାରା ସଙ୍କଳିତ ପୁର୍ଣ୍ଣଚନ୍ଦ୍ର ଭାଷାକୋଷ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଭାଷାର ଏକ ଅମୂଲ୍ୟ ଏବଂ ସ୍ବତନ୍ତ୍ର ସୃଷ୍ଟି, ଯାହାର ବିକଳ୍ପ ନାହିଁ୤ ତାଙ୍କ ରଚିତ ରମ୍ୟରଚନା ସଙ୍କଳନ ଯଥା: ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ନନାଙ୍କ ବସ୍ତାନି, ବାଇ ମାହାନ୍ତି ପାଞ୍ଜି, ଆମଘରର ହାଲ୍‌ଚାଲ୍‌ ଆଦି ତାଙ୍କର କାଳଜୟୀ ସୃଷ୍ଟି୤ ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ହୋଇଥିଲେ ସୁଦ୍ଧା ସେହି ଲେଖାର ଗୁରୁତ୍ବ ଏବଂ ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ