ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଫନି ମହାନ୍ତି
ଫନି ମହାନ୍ତି ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିରବଚ୍ଛିନ୍ନଭାବେ ଓଡିଆ କବିତା ଓ ଦୀର୍ଘ କବିତା ଲେଖି ଓଡିଆ କାବ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିବା କବି ଫନୀ ମହାନ୍ତିଙ୍କ ଲେଖାଗୁଡ଼ିକ ପାଠକମାନଙ୍କ ଦ୍ବାରା ବେଶ୍‌ ଆଦୃତ୤ ଶ୍ରୀ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପଠାଣି ସାମନ୍ତ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ସମ୍ମାନ ଆଦି ସମ୍ମାନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି୤ ମୁଖ୍ୟତଃ ଜଣେ କବି ଭାବେ ପରିଚିତ ଶ୍ରୀ ମହାନ୍ତିଙ୍କ ଏକାଧିକ କବିତା ସଙ୍କଳନ ପ୍ରକାଶିତ ହୋଇଥିଲାବେଳେ ତାଙ୍କର କାଳସର୍ପ ନାମକ ଏକ ଗଳ୍ପ ସଙ୍କଳନ ଏବଂ ଲୋକଟିଏ ନାମରେ ଏକ ଉପନ୍ୟାସ ପୁସ୍ତକ ପ୍ରକାସିତ ହୋଇଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ