ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦିଲ୍ଲୀପ ଦାସ
ଦିଲ୍ଲୀପ ଦାସ ଜଣେ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ଦିଲ୍ଲୀପ ଦାସ ବିଶେଷ କରି ଜଣେ କବି ଭାବେ ପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ଏହି କବିଙ୍କର ଏକାଧିକ କବିତା ଗ୍ରନ୍ଥ ପ୍ରକାଶିତ ହେବା ସହ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତା ପ୍ରକାଶିତ ହେଉଛି୤ ବିଲୁପ୍ତ ସାମ୍ରାଜ୍ୟ, ସୁଦୂରରୁ ଅନେକ ଦୂର ଓ ବୁଡ଼ିଯାଉଥିବା ଦେଶ ଆଦି ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ