ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବେନ୍ଦ୍ର ମହାନ୍ତି
ଦେବେନ୍ଦ୍ର ମହାନ୍ତି ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ସ୍ତମ୍ଭକାର ଭାବେ ଦେବେନ୍ଦ୍ର ମହାନ୍ତି ବେଶ୍‌ ସୁପରିଚିତ୤ ସମ୍ପ୍ରତି ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ନିୟମିତ ବିଭିନ୍ନ ଅର୍ଥନୈତିକ ବିଷୟରେ ସ୍ଥମ୍ଭ ଲେଖୁଥିବା ଶ୍ରୀ ମହାନ୍ତିଙ୍କ ନିକଟରେ "ଝଡ଼ ଆକାଶର ପକ୍ଷୀ ନାମକ" ଏକ ଉପନ୍ୟାସ ପ୍ରକାଶିତ ହୋଇଛି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ଅଗ୍ରଣୀ ତଥା ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “କଲ୍‌ଚରାଲ୍‌ ଏକାଡ଼େମୀ” ସହିତ ଶ୍ରୀ ମହାନ୍ତି ଜଡ଼ିତ ଏବଂ ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ଭାବେ ଶ୍ରୀ ମହାନ୍ତି ବହୁବର୍ଷ ଧରି କାର୍ଯ୍ୟ କରିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ