ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଜଣେ ଯୁବ ସାମ୍ବାଦିକ ସହିତ ସାହିତ୍ୟିକ ଭାବେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓଡ଼ିଆ ପାଠକମାନଙ୍କ ନିକଟରେ ଏକ ପରିଚିତ ନାମ୤ କବିତା, ଗଳ୍ପ ପ୍ରବନ୍ଧ ସହିତ ଫିଚର ଓ ସମାଲୋଚନାମୂଳକ ଆଦି ଲେଖା ଲେଖି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏହା ସହିତ ସେ ବିଭିନ୍ନ ଯୁବସାହିତ୍ୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି୤ ଏହା ସହିତ ବିଭିନ୍ନ ପ୍ରମୁଖ ଏବଂ ପ୍ରତିଷ୍ଠିତ ସାହିତ୍ୟ ସମ୍ପର୍କୀତ କର୍ମଶାଳା ଓ ଆଲୋଚନା ଆଦିରେ ଯୋଗଦେଇଛନ୍ତି ସେ୤ "ପର୍ବ" ଏବଂ "ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ" ଆଦି ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ