ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକଭାବେ ବରେନ୍ଦ୍ରକୃଷ୍ଣ ଧଳ( ୧୯୩୯-୨୦୧୬) ପ୍ରତିଷ୍ଠାଲାଭ କରିଥିଲେ। ଏହା ସହିତ ଓଡ଼ିଶା ଲେଖକ ସାମୁଖ୍ୟ ଏବଂ ଭୁବନେଶ୍ୱର ପୁସ୍ତକ ମେଳା କମିଟି ପରିଚାଳନା ଆଦି କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ସେ ଜଣେ ଉତ୍ତମ ସଙ୍ଗଠକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ସନ୍ଧ୍ୟାର ମୂକୁର’, ‘ବିଦଗ୍ଧ ବିହଙ୍ଗୀ’, ‘କବଚ’, ‘ନାୟିକା’ - ଉପନ୍ୟାସ, ‘ପାଣିଗାର’ , ଏକାକୀ ଅଭିମନ୍ୟୁ’ - ଗଳ୍ପ ସଙ୍କଳନ, ‘ମୁକ୍ତ ବିଚାର’ – ପ୍ରବନ୍ଧ ସଙ୍କଳନ ଆଦି ଅନ୍ୟତମ। ଏହା ସହିତ ‘ ମୋ ଜୀବନ କାହାଣୀ’ ନାମରେ ତାଙ୍କର ଆତ୍ମ ଜୀବନୀ ଏବଂ ଏକାଧିକ ଅନୁବାଦ ଗ୍ରନ୍ଥ ମଧ୍ୟ ତାଙ୍କର ସାହିତ୍ୟ କୃତି ମଧ୍ୟରେ ଅନ୍ୟତମ ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ