ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଷ୍ଣୁପ୍ରିୟା ମହାପାତ୍ର
ବିଷ୍ଣୁପ୍ରିୟା ମହାପାତ୍ର ଜଣେ ଶିକ୍ଷୟିତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ବିଷ୍ଣୁପ୍ରିୟା ମହାପାତ୍ର ଏକାଧାରରେ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁକବିତା ଆଦି ରଚନା କରିଛନ୍ତି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ପୂରାତନ ସାହିତ୍ୟ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡେମୀର ସମ୍ପାଦିକା ସହିତ ସହରର ଏକାଧିକ ସାହିତ୍ୟ ଅନୁଷ୍ଠାନ ସହିତ ସେ ଜଡ଼ିତ୤ ବିଶେଷ କରି ବିଦଗ୍ଧ କବିତା ରଚନା ପାଇଁ ପଠକୀୟ ସ୍ବୀକୃତି ହାସଲ କରିବା ସହିତ ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ଶ୍ରୀମତୀ ମହାପାତ୍ର୤ ତାଙ୍କର ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ଅନନ୍ୟ ଇଲାକା, ଶିଶୁ କବିତା ସଙ୍କଳନ "କରିବା କାମ ରଖିବା ନାମ" ସହିତ "ଆହତ ଅପରାହ୍ନ" ଓ "ଅନ୍ଧକାରର ଆତ୍ମଲିପି" - ଗଳ୍ପ ସଙ୍କଳନ ଆଦି ଅନ୍ୟତମ ସୃଷ୍ଟି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ