ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିରଜା ବଳ
ବିରଜା ବଳ ୧୯୬୩ ମସିହାରେ ଯାଜପୁରରେ ଜନ୍ମିତ ବିରଜା ବଳ ସାମ୍ପ୍ରତିକ ଓଡ଼ିଆ କବିଙ୍କ ମଧ୍ୟରେ ଏକ ପରିଚିତ ନାମ୤ ମୁଖ୍ୟତଃ କବିତା ଲେଖୁଥିବା କବି ଶ୍ରୀ ବଳ ସମସାମୟିକ ବିଷୟକୁ ନେଇ କବିତା ଲେଖୁଥିଲେ ମଧ୍ୟ ତାଙ୍କ କବିତାରେ ଏକ ନିଆରା ଭାବ ଦେଖିବାକୁ ମିଳିଥାଏ୤ ବର୍ତ୍ତମାନ ସୁଦ୍ଧା “ନାଚ”,“ପ୍ରାଚୀନ ଏକ ପୋଲ ଉପରୁ”,“ଜନମନର କ୍ରିୟାପଦ” ଏବଂ “ବିରଳ ପ୍ରଜାପତି” ପରି କବିତା ସଂଗ୍ରହ ପୁସ୍ତକ ହେଉଛି କବିଙ୍କ ଉଲ୍ଲେଖନୀୟ କୃତି୤ ୧୯୯୯ ମସିହାରୁ ବିଭିନ୍ନ ଅନୁଷ୍ଠାନ ଯଥା “ଅଖିଳ ଚକ୍ର କବିତା ସମ୍ମାନ”, “ବିରୂପା କବିତା ସମ୍ମାନ” , “ବସନ୍ତ ମୁଦୁଲି କବିତା ପୁରସ୍କାର” ଏବଂ “ଅମୃତାୟନ ସଚ୍ଚିଦାନନ୍ଦ ରାଉରରାୟ ସ୍ମାରକୀ” ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିବା କବି ଶ୍ରୀ ବଳ ସମ୍ପ୍ରତି ଜଣେ ସାଂସ୍କୃତିକ କର୍ମୀଭାବେ କାର୍ଯ୍ୟରତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ