ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିପ୍ର ଆଚାର୍ଯ୍ୟ
ବିପ୍ର ଆଚାର୍ଯ୍ୟ ଜଣେ ଅବସରପ୍ରାପ୍ତ ପୋଲିସ୍‌ ଅଧିକାରୀ ସହିତ ଜଣେ କବି ଭାବେ ବିପ୍ର ଆଚାର୍ଯ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି୤ ତାଙ୍କ ରଚିତ ଅଚିନ୍ତା ମଣ୍ଡପ ଓ ସର ଶଯ୍ୟାରେ ବରିଷ୍ଠ ନାଗରିକ ପରି କବିତା ଗ୍ରନ୍ଥ ଆଦି ପ୍ରକାଶିତ ହୋଇ ଅନେକ ପାଠକୀୟ ଆଦୃତି ହାସଲ କରିଛି୤ ସେ ନିଜର ପରିଣତ ବୟସରେ ମଧ୍ୟ ତାଙ୍କର ଲେଖନୀ ଚଳଚଞ୍ଚଳ ରଖିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ