ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାମାଚରଣ ମିତ୍ର
ବାମାଚରଣ ମିତ୍ର ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର(୧୯୧୫-୧୯୭୫)ବେଶ୍‌ ପରିଚିତ୤ ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କ ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤ ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ, ପରାଗ, ସ୍ବପ୍ନସିଦ୍ଧି, ପାଷାଣର ପ୍ରାଣ ସହିତ ଏଣୁଶ୍ଚ ତେଣୁଶ୍ଚ ଓ ମିତ୍ରକଳ୍ପ ଆଦି ରମ୍ୟ ରଚନା ଏବଂ ଜୀବନ ଓ କଳା ନାମରେ ଏକ ସମାଲୋଚନା ଗ୍ରନ୍ଥ ଆଦି ଅନ୍ୟତମ୤ ରମ୍ୟରଚନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ