ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୈକୁଣ୍ଠନାଥ ପଟ୍ଟନାୟକ
ବୈକୁଣ୍ଠନାଥ ପଟ୍ଟନାୟକ ଓଡିଆ ସାହିତ୍ୟର କବିମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ପଟ୍ଟନାୟକ(୧୯୦୪-୧୯୭୯) ଏକ ପରିଚିତ ତଥା ପ୍ରତିଷ୍ଠିତ ନାମ୤ ଭକ୍ତି କବିତା ସହିତ କଣେ ମାନବବାଦୀ କବି ଭାବେ ପରିଚିତ ଶ୍ରୀ ପଟ୍ଟନାୟକଙ୍କ କାବ୍ୟ ସଞ୍ଚୟନ, ଉତ୍ତରାୟଣ, ଅରୁଣଶ୍ରୀ ଆଦି କାବ୍ୟ ସଙ୍କଳନ ରହିଛି୤ ଏହା ବ୍ୟତୀତ ତାଙ୍କର ସମସ୍ତ ରଚନାବଳୀକୁ ଏକତ୍ରିତ କରି "ବୈକୁଣ୍ଠନାଥ ଗ୍ରନ୍ଥାବଳୀ -୧ ଓ ୨" ମାଧ୍ୟମରେ ମଧ୍ୟ ପ୍ରକାଶିତ କରାଯାଇଛି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ