ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ବିଶେଷ କରି ଆଧ୍ୟାତ୍ମିକ,ଧର୍ମ, ସଂସ୍କୃତି ଓ ପରମ୍ପରା ଏବଂ ଭାଷା ସାହିତ୍ୟ ଉପରେ ସ୍ବତନ୍ତ୍ର ଏବଂ ବଳିଷ୍ଠ ଲେଖନୀ ଚାଳନ କରୁଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏକାଧାରରେ ଜଣେ ସାହିତ୍ୟିକ, ସ୍ତମ୍ଭକାର, ପ୍ରାବନ୍ଧିକ, ଗବେଷକ, ତନ୍ତ୍ରାଚାର୍ଯ୍ୟ, ଜ୍ୟୋତିର୍ବିଦ୍, ଓ ବାସ୍ତୁବିଜ୍ଞାନୀ ଭାବରେ ଶ୍ରୀ ମିଶ୍ର ବେଶ୍ ସୁପରିଚିତ୤ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କଦ୍ବାରା ରଚିତ ଏକାଧିକ ପୁସ୍ତକ ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ଶ୍ରୀ ମିଶ୍ରଙ୍କ ଲେଖନି ଜୀବନର ସାୟାହ୍ନରେ ମଧ୍ୟ ଚଳଚଞ୍ଚଳ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ