ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୂର୍ଯ୍ୟ ମିଶ୍ର
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସୂର୍ଯ୍ୟ ମିଶ୍ର ଜଣେ କବି ଭାବେ ସୁପରିଚିତ୤ ସାମ୍ପ୍ରତିକ ବିଷୟ ଉପରେ କବିତା ଲେଖୁଥିବା ଶ୍ରୀ ମିଶ୍ରଙ୍କ ଅଦ୍ୟାବଧି ‘ସପ୍ତବର୍ଣ୍ଣର ସକାଳ’, ‘ପାଗଳ ପ୍ରେମିକ ଦଳ’, ‘ମୃଦୁ ମୃଦୁ ମୃତ୍ୟୁ’ ଆଦି କବିତା ସଙ୍କଳନ ଅନେକ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଜଣେ କବି ବ୍ୟତୀତ ଶ୍ରୀ ମିଶ୍ର ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷଭାବେ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟରତ୤ ଭୁବନେଶ୍ବର ପୁସ୍ତକମେଳା ସମ୍ମାନ ସହିତ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ମିଶ୍ର ଜଣେ ଅନୁବାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ