ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୁନୀଳ ମିଶ୍ର
ଜଣେ ନିଆରା ଗାଳ୍ପିକ ଭାବେ ସୁନୀଳ ମିଶ୍ର(୧୯୨୬-୧୯୮୬) ନିଜର ସ୍ବତନ୍ତ୍ର ଢାଞ୍ଚାର ଲେଖା ପାଇଁ ପରିଚିତ ଥିଲେ। ଅଧିକ ଗଳ୍ପ ଲେଖି ନଥିଲେ ମଧ୍ୟ ଦୈନନ୍ଦିନ ସାମାଜିକ ବିଷୟ ଉପରେ ଗୁରୁତ୍ବକୁ ନେଇ ଶ୍ରୀ ମିଶ୍ରଙ୍କ ଅନେକ ରଚନା ପର୍ଯ୍ୟବେଶିତ୤ ବିଶେଷ କରି ଜଣେ ରମ୍ୟ ରଚନାକାର ଭାବେ ପରିଚିତ ତଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ଖଦଡ଼ ମୁଣି’, ‘ଲଙ୍ଗଳା ସାହାଡ଼ା’ ଓ ‘କ୍ଳାନ୍ତ ବୃହନ୍ନଳା’ ଆଦି ଅନ୍ୟତମ।

 
 
 

♦ ପାଠକୀୟ ମତାମତ