ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶ୍ରଦ୍ଧାକର ସୂପକାର
ଏକାଧାରରେ ଶ୍ରଦ୍ଧାକର ସୂପକାର(୧୯୧୪-୧୯୯୩)ଜଣେ ସାହିତ୍ୟିକ, ଶିକ୍ଷାବୀତ୍‌, ଆଇନ୍‌ଜ୍ଞ, ରାଜନେତା ଓ ସମାଜସେବୀ ଥିଲେ୤ ଜଣେ ମେଧାବୀ ଛାତ୍ରଭାବେ ପିଲାଟିଦିନରୁ ପରିଚିତ ଶ୍ରୀ ସୂପକାର ସାମ୍ବାଦିକଭାବେ ମଧ୍ୟ କିଛିକାଳ କାର୍ଯ୍ୟ କରିବା ସହିତ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ନେଇ ଅନେକ ରଚନା ଲେଖିଯାଇଛନ୍ତି୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘ବିଷକନ୍ୟା’, ‘ଜୁଆର ଭଟ୍ଟା’ ଓ ‘ଗଳ୍ପାଞ୍ଜଳି’ ଆଦି ଆନ୍ୟତମ୤ ସେହିପରି ତାଙ୍କ ରଚିତ ଜୀବନୀ ପୁସ୍ତକ ମଧ୍ୟରେ ‘ ଅମର ଜୀବନ’, ଭ୍ରମଣ କାହାଣୀ ମଧ୍ୟରେ ‘ତୀର୍ଥ ପଥେ’ ଓ ‘ହଙ୍ଗେରୀ ଭ୍ରମଣ’ ସହିତ ‘ଅସ୍ତରାଗ’ ନାମକ ଆତ୍ମଜୀବନୀ ଆଦି ଗ୍ରନ୍ଥଗୁଡ଼ିକ ପାଠକମାନଙ୍କ ଦ୍ବାରା ବେଶ୍‌ ଆଦୃତ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ