ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୌରୀନ୍ଦ୍ର ବାରିକ
ସୌରୀନ୍ଦ୍ର ବାରିକ ସୌରୀନ୍ଦ୍ର ବାରିକ(୧୯୩୮-୨୦୧୬) ପେଶାରେ ଜଣେ ଅଧ୍ୟାପକ ଥିଲେ ମଧ୍ୟ ନିଶା ତାଙ୍କର ଥିଲା କବିତା ଲେଖିବା। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିବାରେ ସେ ସିଦ୍ଧହସ୍ତ ଥିଲେ। ବିଶେଷ କରି ସାହିତ୍ୟର ବିଭିନ୍ନ ବିଭାଗରେ ଅନ୍ୟଭାଷାରୁ ଓଡ଼ିଆକୁ ଅନୁବାଦ ସହିତ ସମାଲୋଚନା ସାହିତ୍ୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ସାମାନ୍ୟ କଥନ’, ‘ଉପଭାରତ’, ‘ ଆକାଶ ପରି ନିବିଡ଼’, ‘ଅନୁ ଭାରତ’, ‘ପଢ଼ ବା ନ ପଢ଼’ ଆଦି ଅନ୍ୟତମ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆହୁରି ଅନେକ ପୁରସ୍କାର ଏବଂ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ