ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସହଦେବ ସାହୁ
ସହଦେବ ସାହୁ ଓଡ଼ିଶା ଅର୍ଥ ସେବା ଅଧୀନରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ସହଦେବ ସାହୁ ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ମୁଖ୍ୟସ୍ରୋତର ଲେଖକ୤ ଚାରିପାଖରେ ଚଳପ୍ରଚଳ ହେଉଥିବା ସାଧାରଣ ଲୋକ ହିଁ ତାଙ୍କ ଗଳ୍ପର ଚରିତ୍ର୤ ତାଙ୍କର ପ୍ରତ୍ୟେକ ଗଳ୍ପ ପରିବର୍ତ୍ତନଶୀଳ ସମାଜର ଗୋଟିଏ ଗୋଟିଏ ପ୍ରତିଛବି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଅପରାହ୍ନର ଭୂତ’, ‘ଚକ୍ରବ୍ୟୁହ’, ‘ଲତା’ ଆଦି ଗଳ୍ପ ସଙ୍କଳନ ଓ ‘କାଶତଣ୍ଡୀର ସ୍ବପ୍ନ’ ଆଦି ଉପନ୍ୟାସ ଅନ୍ୟତମ୤ ବିଷୁବ ଝଙ୍କାର ଗଳ୍ପ ସମ୍ମାନ ସହିତ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଶ୍ରୀ ସାହୁ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ