ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଜକିଶୋର ଦାସ
ଏଥେନା ବୁକ୍‌ସ ନାମକ ପୁସ୍ତକ ପ୍ରକାଶନ ସଂସ୍ଥାର ସତ୍ତ୍ବାଧିକାରୀ ଭାବେ ରାଜକିଶୋର ଦାସ କାର୍ଯ୍ୟ କରୁଥିଲେ ମଧ୍ୟ ନିଜେ ଜଣେ ସାହିତ୍ୟିକ ଭାବେ ସେ ବେଶ୍‌ ପରିଚିତ୤ ବିଶେଷ କରି କବିତା ଲେଖୁଥିବା ଶ୍ରୀ ଦାସ ଅନେକ ଗଳ୍ପ ମଧ୍ୟ ଲେଖିଛନ୍ତି୤ ଏହା ବ୍ୟତୀତ ସେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଶ୍ରୀ ଦାସ ସକ୍ରିୟ ଭାବେ ଜଡ଼ିତ୤ ହିନ୍ଦୀ ଓ ତେଲୁଗୁ ଭାଷାରୁ କେତେକ କବିତାକୁ ଅନୁବାଦ କରିବା ସହିତ କେତେକ ପୁସ୍ତକ ସଙ୍କଳକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ