ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରଭାତ ନଳିନୀ ସାହୁ
ପ୍ରଭାତ ନଳିନୀ ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ କବିତା ଲେଖା ହେଉଛି ତାଙ୍କର ନିଶା୤ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ କବିତା ସେ ଲେଖିଛନ୍ତି୤ ଶ୍ରୀମତୀ ସାହୁଙ୍କ ଲେଖାଗୁଡ଼ିକରେ ସରଳ ଭାଷାରେ ପ୍ରାକୃତିକ ପରିବେଶ ବାବଦରେ ଅନେକ ବର୍ଣ୍ଣନା ଦେଖିବାକୁ ମିଳେ୤ ସମ୍ପ୍ରତି ରାଉରକେଲା ସ୍ଥିତ ଛେଣ୍ଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଶ୍ରୀମତୀ ସାହୁ୤ ପ୍ରଥମରୁ ଶିଶୁମାନଙ୍କ ପାଇଁ ବିଭିନ୍ନ ଲେଖା ଆରମ୍ଭ କରି ଏବେ ଅନ୍ୟାନ୍ୟ ବିଷୟ ଉପରେ ସେ ଲେଖାଲେଖି ଜାରି ରଖିଛନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ