ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିତ୍ୟାନନ୍ଦ ମହାପାତ୍ର
ନିତ୍ୟାନନ୍ଦ ମହାପାତ୍ର ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, ସାହିତ୍ୟିକ ଓ ସାମ୍ବାଦିକ ଭାବେ ନିତ୍ୟାନନ୍ଦ ମହାପାତ୍ର(୧୯୧୨-୨୦୧୨) ସୁପ୍ରତିଷ୍ଠିତ୤ ପ୍ରତିଷ୍ଠିତ ଓଡ଼ିଆ ପତ୍ରିକା ଡଗରର ସମ୍ପାଦକ ଭାବେ ଲେଖକ ରୂପେ ପରିଚିତ ଲାଭ କରିଥିବା ନିତ୍ୟାନନ୍ଦ ମହାପାତ୍ର ପରବର୍ତ୍ତୀ ସମୟରେ ରାଜନେତା ଭାବେ ପ୍ରତିଷ୍ଠାଲାଭ କରିଥିଲେ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମେତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ ଶ୍ରୀ ମହାପାତ୍ର ଉପନ୍ୟାସ, କବିତା, ଗଳ୍ପ ଆଦି ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି୤ ତାଙ୍କର ପ୍ରମୁଖ ଲେଖା ମଧ୍ୟରେ ‘ପାଞ୍ଚଜନ୍ୟ’ ଓ ‘କାଳରଡ଼ି’ ଆଦି କବିତା ସଙ୍କଳନ, ‘ଭଙ୍ଗାହାଡ଼’, ‘ଘର‌‌ଡ଼ିହ’, ‘ଜିଅନ୍ତା ମଣିଷ’ ଆଦି ଉପ‌ନ୍ୟାସ ଏବଂ ‘କ୍ଷଣିକା’, ‘ଆଖିନାହିଁ କାନ ନାହିଁ’ ଆଦି ଗଳ୍ପ ସଙ୍କଳନ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ