ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନନ୍ଦ କିଶୋର ବଳ
ନନ୍ଦ କିଶୋର ବଳ ବାଗ୍ମୀ ବିଶ୍ବନାଥ କର ଏବଂ ଭକ୍ତକବି ମଧୁସୂଦନ ରାଓଙ୍କର ଶିଷ୍ୟ ଭାବେ ପଲ୍ଲୀକବି ନନ୍ଦକିଶୋର ବଳ(୧୮୭୫-୧୯୨୮) ସାହିତ୍ୟ ସାଧନା ଆରମ୍ଭ କରିଥିଲେ୤ ଓଡ଼ିଶାର ଗ୍ରାମ ଓ ପଲ୍ଲୀର ପ୍ରାକୃତିକ ପରିବେଶ ଉପରେ ତାଙ୍କର ଅଧିକାଂଶ ଲେଖାଗୁଡ଼ିକ ପର୍ଯ୍ୟବେଶିତ ହୋଇଥିବାରୁ ସେ ପଲ୍ଲୀକବି ଭାବେ ପରିଚିତ ହୋଇଥିଲେ୤ ତାଙ୍କର ପ୍ରକାଶିତ କବିତା ଗ୍ରନ୍ଥ ମଧ୍ୟରେ ‘ନିର୍ଝରିଣୀ’, ‘ପଲ୍ଲୀଚିତ୍ର’, ‘ନିର୍ମାଲ୍ୟ ’, ‘ସନ୍ଧ୍ୟା ସଙ୍ଗୀତ’ ଆଦି ଅନ୍ୟତମ୤ ସେହିପରି ଯୌତୁକ ପରି ସାମାଜିକ ବ୍ୟାଧି ଉପରେ ସେ ‘କନକଲତା’ ନାମକ ଏକ ଉପନ୍ୟାସ ମଧ୍ୟ ଲେଖିଥିଲେ୤ ତାଙ୍କ ସମୟର ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ନନ୍ଦକିଶୋର ବଳ ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ