ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି ଜଗଦୀଶ ମହାନ୍ତି(୧୯୫୧-୨୦୧୩) ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ଅନନ୍ୟ ସ୍ରଷ୍ଟା୤ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ଏକ ନୂତନ ଧାରାର ପ୍ରବର୍ତ୍ତକ ଭାବେ ସ୍ବୀକୃତ୤ ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ନିଜ ନିଜ ପାନିପଥ’, ‘କନିଷ୍କ କନିଷ୍କ’, ‘ଉତ୍ତରାଧିକାରୀ’, ‘ଦୁର୍ଦ୍ଦିନ’, ‘ଅଦୃଶ୍ୟ ସକାଳ’ ଏବଂ ଗଳ୍ପ ସଙ୍କଳନ ମଧ୍ୟରେ ‘ଏକାକୀ ଅଶ୍ବାରୋହୀ’, ‘ଦକ୍ଷିଣ ଦୁଆରୀ ଘର’, ‘ଈର୍ଷା ଏକ ଋତୁ’, ‘ଆଲ୍‌ବମ୍‌’ ଓ ‘ସୁନା ଇଲିଶି’ ଆଦି ଅନ୍ୟତମ୤ ଏହା ବ୍ୟତୀତ ସେ ନିଜର ଅନେକ ଗଳ୍ପକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦ ମଧ୍ୟ କରିଛନ୍ତି୤ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ସାରଳା ପୁରସ୍କାର ଓ ବିଷୁବ ପୁରସ୍କାର ଆଦି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ୤ ୨୦୧୩ ମସିହାର ଶେଷବେଳକୁ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ପାଇଁ ଏକ ଦୁଃଖଦ ଘଟଣା ଥିଲା୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ