ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଯଦୁମଣି ମହାପାତ୍ର
ଉତ୍କଳ ଘଣ୍ଟ ନାମରେ ପରିଚିତ କବି ଯଦୁମଣି ମହାପାତ୍ର (୧୭୮୩ – ୧୮୬୮) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ। ଜଣେ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ, ବିଚକ୍ଷଣ ଓ ଆଶୁକବି ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ୤ ନିଜର ଜୀବନକାଳ ମଧ୍ୟରେ ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ରହି ସୁଦ୍ଧା ସେ ରଚନା କରିଥିବା ହାସ୍ୟକଥା ଓ ବ୍ୟଙ୍ଗ କବିତା ଓଡ଼ିଆ ସହିତ୍ୟରେ ବିରଳ। ତାଙ୍କର ରଚନା ମଧ୍ୟରେ ‘ଯଦୁମଣି ରହସ୍ୟ’, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଆଦି ଅନ୍ୟତମ୤ ଏହା ବ୍ୟତୀତ ସେ କେତେକ ଚଉପଦି ଓ ଭଜନ ମଧ୍ୟ ରଚନା କରିଥିଲେ୤ ତାଙ୍କ ରଚନାରେ ଅଭିମନ୍ୟୁ ସାମନ୍ତସିଂହାର ଓ ଉପେନ୍ଦ୍ର ଭଞ୍ଜଙ୍କ ରଚନାର ପ୍ରଭାବ ଦେଖିବାକୁ ମିଳେ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ