ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର ଗଣେଶ୍ୱର ମିଶ୍ର(୧୯୪୨-୨୦୧୫) ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆଭାଷାର ପାଠକମାନଙ୍କ ନିକଟରେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ଅନୁବାଦକଭାବେ ପରିଚିତ ଥିଲେ। ଜୀବନର ଶେଷ ସମୟରେ ସେ ଦୈନିକ ଓଡ଼ିଆ ସମ୍ପାଦପତ୍ର ପ୍ରମେୟର ର ପ୍ରତିଷ୍ଠାତା ସମ୍ପାଦକଭାବେ କିଛି ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରକାଶିତ ରଚନାବଳି ମଧ୍ୟରେ ‘ ସାମୁଦ୍ରିକ’ ଓ ‘ନେତା’ - ଉପନ୍ୟାସ, ‘ ଅନ୍ଧାର’- ଗଳ୍ପ ସଙ୍କଳନ, ‘ବିଶ୍ୱ ସାହିତ୍ୟ ପରିଚୟ’- ସମାଲୋଚନା ଗ୍ରନ୍ଥ ଏବଂ ଅନୁବାଦ ଗ୍ରନ୍ଥ ‘ଜାହାନାରାର ଆତ୍ମକାହାଣୀ’ ପ୍ରଭୃତି ଅନ୍ୟତମ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ