ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି (୧୮୬୭ -୧୯୪୩) ଉତ୍କଳ ବାଣି ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ଅନେକ କବିତା ଓ ଗଳ୍ପ ଆଦି ରଚନା କରିଯାଇଛନ୍ତି। ମାତ୍ର ୧୯ ବର୍ଷ ଶିକ୍ଷକତା କରିବା ପରେ ଶିକ୍ଷକତା ଛାଡ଼ି ସେ ସେତେବେଳର ଅନେକ ଲୋକପ୍ରିୟ ପତ୍ରିକାର ସମ୍ପାଦନା ଦାୟିତ୍ୱ ନେଇଥିଲେ। କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ। ଏହା ବ୍ୟତୀତ ତାଙ୍କର ଅନେକ ଲେଖା ଅପ୍ରକାଶିତ ରହିଛି। ତାଙ୍କ ଦ୍ୱାରା ରଚିତ କବିତା ଓ କାବ୍ୟ ଗ୍ରନ୍ଥ ମଧ୍ୟରେ ‘ଘୁମୁସର’, ‘ଉତ୍କଳ କମଳା’, ‘ମହେନ୍ଦ୍ର’, ‘ମେଘାସନ’ ଆଦି ଅନ୍ୟତମ। ସେହିଭଳି ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ରୁପା ଚୁଡ଼ି’, ‘ବୁଲା ଫକିର’ ଆଦି ଅନ୍ୟତମ। ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ସାଧନାକୁ ସମ୍ମାନ ଦେବାପାଇଁ ତାଙ୍କୁ କବିବର ଓ କବି ଶେଖର ଉପାଧିରେ ଭୂଷିତ କରାଯାଇଥିଲା।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ