ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବସନ୍ତ ମୁଦୁଲି
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଖୁବ୍‌ ଅଳ୍ପବର୍ଷର ଜୀବନ ମଧ୍ୟରେ ନିଜର ଲେଖା ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ କବି ବସନ୍ତ ମୁଦୁଲି(୧୯୫୫-୧୯୮୬) ଅନ୍ୟତମ। ଜଣେ ସ୍ୱାଧୀନଚେତା କବିଭାବେ ମୁଖ୍ୟତଃ ସାମାଜିକ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସେ କବିତା ରଚନା କରିଥିଲେ। ଅନେକ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସାମନା କରି ସେ ରଚନା କରିଯାଇଥିବା କବିତାଗୁଡ଼ିକ ପାଇଁ ସେ ସ୍ମରଣୀୟ ରହିବେ। କବିଙ୍କ ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ରହିଛି ‘ଯିଏ ଯେଉଁଠି ଅଛ’, ‘ବସନ୍ତ ବର୍ଣ୍ଣମାଳା’, ‘ବିଭୋର ବସନ୍ତ’ ଓ ‘ବସନ୍ତ ବର୍ଣ୍ଣବିଭା’ ଆଦି ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ