ନବ ପ୍ରତିଭା

ସ୍ମୃତି
|- ସନ୍ତୋଷ ଜଗତ
ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବସନ୍ତ କୁମାରୀ ପଟ୍ଟନାୟକ
ବସନ୍ତ କୁମାରୀ ପଟ୍ଟନାୟକ(୧୯୨୩-୨୦୧୩) ଜଣେ ଶକ୍ତିଶାଳୀ ଔପନ୍ୟାସିକା ଓ ଗାଳ୍ପିକା ଭାବେ ସୁପରିଚିତା। ଓଡ଼ିଆ ସାହିତ୍ୟରେ ସେ ଜଣେ ସଫଳ ନାରୀ କଥାଶିଳ୍ପୀ। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ‘ଅମଡ଼ାବାଟ’ , ‘ଚୋରାବାଲି ’ , ‘ ଭଉଁରୀ’ ,‘ ଅଲିଭାଚିତା’ ଆଦି ଅନ୍ୟତମ। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ରାତ୍ରିର ତପସ୍ୟା’, ‘ ସଭ୍ୟତାର ସାଜ’, ଓ ‘ ଜୀବନ ଚିହ୍ନ’, ଓ ‘ଚିତାନଳ’ କବିତା ସଙ୍କଳନ ଏବଂ ‘ଜୁଆର ଭଟ୍ଟା’ ଓ ‘ ମୃଗତୃଷ୍ଣା ’ ଏକାଙ୍କିକା ସଙ୍କଳନ ଅନ୍ୟତମ ସଫଳ ସୃଷ୍ଟି।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ