ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଶୋକ ଚନ୍ଦନ
ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମ ହୋଇଥିବା ଗାଳ୍ପିକ ଅଶୋକ ଚନ୍ଦନ(୧୯୫୨-୧୯୮୪) ଓଡ଼ିଆ ଗଳ୍ପ ଜଗତରେ ଜଣେ ପରିଚିତ ନାମ। ମାତ୍ର ୩୨ ବର୍ଷର ଜୀବନ ମଧ୍ୟରେ ସେ ସୃଷ୍ଟି କରିଥିବା ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ଜଗତରେ ବେଶ୍‌ ବାରି ହୋଇପଡ଼ନ୍ତି। ବିଶେଷ କରି ସାମାଜିକ ବ୍ୟବସ୍ଥା ଭିତରେ ଅଭାବ ଓ ଅସୁବିଧା ମଧ୍ୟରେ ବଞ୍ଚିଥିବା ଚରିତ୍ରମାନଙ୍କର ଭାବନା, ଆଶା ଓ ବେଦନାକୁ ନେଇ ତାଙ୍କର ଗଳ୍ପଗୁଡ଼ିକର ଚରିତ୍ର ପରିପୁଷ୍ଟ। ତାଙ୍କର ପ୍ରକାଶିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଶୋକ ଏବଂ ଅଶୋକ’ ଓ ‘ପୁନଶ୍ଚ ଅଶୋକ’ ଆଦି ଅନ୍ୟତମ। ନିକଟରେ ତାଙ୍କର କିଛି ପ୍ରକାଶିତ ଓ ଅପ୍ରକାଶିତ ଗଳ୍ପଗୁଡ଼ିକୁ ନେଇ ଏକ ସଙ୍କଳନ ପ୍ରକାଶିତ ହୋଇଛି।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ