ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନ୍ନଦା ଶଙ୍କର ରାୟ
ଉଭୟ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ଅନ୍ନଦା ଶଙ୍କର ରାୟ (୧୯୦୪-୨୦୦୨) ପରିଚିତ ଥିଲେ। ତାଙ୍କ ରଚନା ମଧ୍ୟରେ ମୁଖ୍ୟତଃ ଗଳ୍ପ, ପ୍ରବନ୍ଧ ଓ କବିତା ରହିଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ଫେଲୋ ସହିତ ସେ ପଦ୍ମଭୁଷଣ ସମ୍ମାନ ଏବଂ ସାହିତ୍ୟ ସମ୍ପର୍କୀତ ଅନେକ ପୁରସ୍କାର ଓ ସମ୍ମାନରେ ଭୂଷିତ ହୋଇଥିଲେ। ଦେଶ ସ୍ୱାଧୀନ ହେବା ସମୟରେ ଭାରତ ଓ ପାକିସ୍ଥାନର ବିଭାଜନକୁ ସେ ବିରୋଧ କରି ଅନେକ କବିତା ରଚନା କରିଥିଲେ। ଜଣେ ପ୍ରଶାସକଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ସାହିତ୍ୟ ସାଧନାରେ ଅଧିକ ସମୟ ଦେବା ପାଇଁ ପ୍ରଶାସନିକ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅନ୍ନଦା ଶଙ୍କର ରାୟଙ୍କ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ସବୁଜ କବିତା’, ‘ବାସନ୍ତୀ’ ଓ ‘ସବୁଜ ଅକ୍ଷର’ ଆଦି ଅନ୍ୟତମ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ