ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅମୂଲ୍ୟ କୃଷ୍ଣ ମିଶ୍ର
ଜଣେ ବିଶିଷ୍ଟ ଶିକ୍ଷାବୀତ୍‌ ଏବଂ ବିଜ୍ଞାନ ଶିକ୍ଷକ ସହିତ ସାହିତ୍ୟିକ ଭାବେ ଡ.ଅମୂଲ୍ୟ କୃଷ୍ଣ ମିଶ୍ର(୧୯୩୨-୨୦୦୧) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ଏକାଧାରରେ ଜଣେ ନାଟ୍ୟକାର ଓ ଗାଳ୍ପିକ ଭାବେ ଶ୍ରୀ ମିଶ୍ର ଅନେକ କ୍ଷୁଦ୍ରଗଳ୍ପ ସହିତ ବିଜ୍ଞାନଭିତ୍ତିକ ଲେଖାମାନ ରଚନା କରିଥିଲେ୤ ତାଙ୍କ ରଚନାଗୁଡ଼ିକରେ ଥିବା ଚରିତ୍ରମାନଙ୍କରେ ପାଠକ ଏକ ଆତ୍ମୀୟତା ଭାବର ପରିଚୟ ପାଇଥାଏ୤ ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକମଧ୍ୟରେ ‘ଜୟୀ ରାଜଗୁରୁ’ ଓ ‘ସାଲବେଗ’ ଆଦି ନାଟକ, ‘ମାୟାବିନୀ’, ‘ଝଡ଼ର ଶେଷ’ ଆଦି ଏକାଙ୍କିକା, ‘ମାଡାମ୍‌ କ୍ୟୁରୀ’ ଓ ‘ଅଲିଭା ଶିଖା’ ଜୀବନୀ ପୁସ୍ତକ ସହିତ ‘ବିବସ୍ତ୍ର ଭାନୁମତୀ’, ‘ଧର୍ମାବତାର’ ଆଦି ଗଳ୍ପ ସଙ୍କଳନ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ