ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୮୧ଚିଲିକା

ରାଧାନାଥ ରାୟ

ଉତ୍କଳ-କମଳା ବିଳାସ-ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର ଉତ୍କଳ-ଭୁବନେ ଶୋଭାର ଭଣ୍ଡାର; ସ୍ବଭାବେ ଭାବୁକ-ମାନସ-ଉଲ୍ଲାସୀ ଦିଗନ୍ତ-ବିସ୍ତାରୀ ତୋର ବାରିରାଶି, ପ୍ରସନ୍ନ ବଦନୀ ଉଜ୍ଜ୍ବଳ ବରଣା ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା୤ ନୀଳ ଅଙ୍ଗ ତୋର ଚିତ୍ର…

ରାଧାନାଥ ରାୟ  ( ମତାମତ - 14ଟି )

୮୨ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ

ନୀଳକଣ୍ଠ ଦାସ

‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା୤ ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି୤ ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ୤ ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ୤ ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ୤

ନୀଳକଣ୍ଠ ଦାସ  ( ମତାମତ - 2ଟି )

୮୩ସରୀସୃପ

ସନ୍ଧ୍ୟାର ଆକାଶ ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ ଛାୟାପଥ ଅତିପରିଚ୍ଛନ୍ନ, ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ ଛାୟା କଫି ଓ ବାଦାମ ବନ ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ୤ ବହୁଦୂରେ ସ୍ଲେଟ୍‌ଖଣିରୁ ମାନ୍ଦ୍ରାଜୀ କୁଲିର ବସ୍ତିରୁ ନୀଳ ଲଣ୍ଠନର…

ବିନୋଦ ନାୟକ  ( ମତାମତ - 1ଟା )

୮୪ସୂର୍ଯ୍ୟ ଓ ଅନ୍ଧକାର

ସୂର୍ଯ୍ୟ ଓ ଅନ୍ଧକାର କିଏ କହେ ? ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ବଳ ଉଦ୍‌ଭାସେ ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ ବିବୃତ୍ତି ପ୍ରକାଶେ୤ ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ ବେଶୀ ଅବରୁଦ୍ଧ କରେ, ବେଶୀ ଗୋପନୀୟ ପରେ; ସୃଷ୍ଟି କରେ ସଘନ…

ରାଧାମୋହନ ଗଡ଼ନାୟକ  ( ମତାମତ ଦିଅନ୍ତୁ →

୮୫ମୁଣ୍ଡି ସାହାଡ଼ା

କାହ୍ନୁଚରଣ ମହାନ୍ତି

ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି୤ ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର୤

କାହ୍ନୁଚରଣ ମହାନ୍ତି  ( ମତାମତ ଦିଅନ୍ତୁ →

୮୬ଆହେ ଓଡ଼ିଶାର ଜନତା

ମନମୋହନ ମିଶ୍ର

ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା ୤

ମନମୋହନ ମିଶ୍ର  ( ମତାମତ - 2ଟି )

୮୭ଅମୃତମୟ

ସ୍ବଭାବ କବି ଗଙ୍ଗାଧର ମେହେର

ନବ ବିକଶିତ ଫୁଲ ଗନ୍ଧ
ନବ ସରସ କବିତା ଛନ୍ଦ

ସ୍ବଭାବ କବି ଗଙ୍ଗାଧର ମେହେର  ( ମତାମତ - 2ଟି )

୮୮ବୁଢ଼ାଶଙ୍ଖାରି

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା୤ ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି୤ ବୁଢ଼ା ମୁଣ୍ଡରେ ଗୋଟିଏ…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର  ( ମତାମତ - 3ଟି )

୮୯ନାନାବାୟା ଗୀତ

ନନ୍ଦ କିଶୋର ବଳ

ବରଷା ରାତିରେ ଯେ ଯାହାର ଘରେ
ଶୁଅନ୍ତି ସମସ୍ତେ ଯାଇଁ,
କେଉଁଠାରେ କିଏ ଗୀତ ଗାଉଥାଏ
ପିଲା ଶୁଆଇବା ପାଇଁ୤

ନନ୍ଦ କିଶୋର ବଳ  ( ମତାମତ - 8ଟି )

୯୦ଛୋଟରେ ବଡ଼

ବିଦ୍ୟୁତପ୍ରଭା ଦେବୀ

ଛୋଟ ଛୋଟ ଫୁଲ ଛୋଟ ଛୋଟ ଶ୍ୟାମ ଘାସ
ଟିକି ଓଠଧାରେ ନାଲି ଗୁଲୁଗୁଲୁ ହାସ

ବିଦ୍ୟୁତପ୍ରଭା ଦେବୀ  ( ମତାମତ - 1ଟା )

ପୃଷ୍ଠା :  ୧୦ ...୧୨ ୧୩ ୧୪
 
 
 

♦ ପାଠକୀୟ ମତାମତ