ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୧୧୧କଳିଙ୍ଗ ଶିଳ୍ପୀ

ରାଜକିଶୋର ରାୟ

ତେବେ ତମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ ? ‘ଆଜ୍ଞା, ମଣିମା୤’ ‘କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର ?’ ‘ତା ବି ଦେବି୤’ ‘ଆଚ୍ଛା, ଅଙ୍ଗୁଷ୍ଠିର ନଖ ପ୍ରାନ୍ତରେ ଗୋରୋଚନାର ବିନ୍ଦୁ କମନୀୟ ହେବ କି ?’…

ରାଜକିଶୋର ରାୟ  

୧୧୨ଡାକ ମୁନ୍‌ସି

ଫକୀରମୋହନ ସେନାପତି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି୤ ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି୤…

ଫକୀରମୋହନ ସେନାପତି  ( ମତାମତ - 14ଟି )

୧୧୩ଶେଫାଳି ପ୍ରତି

କୁନ୍ତଳା କୁମାରୀ ସାବତ

ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ; ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁଆସେ ଦୂର ଗଗନେ, ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି…

କୁନ୍ତଳା କୁମାରୀ ସାବତ  ( ମତାମତ - 16ଟି )

୧୧୪ଜଗତେ କେବଳ

(ରାଗ- ଆଷାଢ଼ ଶୁକ୍ଳ) ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ୤ କଟିଳ କରି ସ୍କନ୍ଧ ରୋମରାଜି, ଶିଖରୀ ଦରୀରେ ମରୁ ଗରଜି କୁଟିଳ କରି ଭ୍ରୁକୁଟିକୁ ଚାହୁଁ, ସରମା କଣ୍ଠିରବ ହେବ କାହୁଁ୤ ଅଲକତ ଦ୍ରବ ନୟନେ ବୋଳି,…

କବିସୂର୍ଯ୍ୟ ବଳଦେବ ରଥ  ( ମତାମତ - 35ଟି )

୧୧୫ରେଳ ଉପରେ ଚିଲିକା ଦର୍ଶନ

ଉତ୍କଳମଣି ଗୋପବନ୍ଧୁ ଦାସ

ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ୤ ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ବପନେ ଦେଖିଲା ପରାଏ୤ ସନ୍ତରନ୍ତି…

ଉତ୍କଳମଣି ଗୋପବନ୍ଧୁ ଦାସ  ( ମତାମତ - 16ଟି )

୧୧୬ଯାତ୍ରା ସଙ୍ଗୀତ

ବୈକୁଣ୍ଠନାଥ ପଟ୍ଟନାୟକ

ଜୀବନପାତ୍ର ମୋ ଭରିଛ କେତେ ମତେ ନ ଦେଲେ କିଛି ବୋଲି କହିବି କି ହେ ଆଉ ? ଜୀବନ ପ୍ରିୟତମ ହରିଛ ମୋ ଭରମ ତରଣୀ ମୋର ତବ ସାଗରେ ବହିଯାଉ୤ କୁଳର ଜନପ୍ରାଣୀ କେତେ ମିଳାଅ ଆଣି ନୟନ…

ବୈକୁଣ୍ଠନାଥ ପଟ୍ଟନାୟକ  ( ମତାମତ - 2ଟି )

୧୧୭ଆଚାର୍ଯ୍ୟେ ଥିଲେ ବୋଲି

ରାଜକିଶୋର ରାୟ

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି୤ ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି୤ ଏ ଲାଇନରେ ଗାଡିର ଗତି ବଡ ମନ୍ଥର୤ ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡି…

ରାଜକିଶୋର ରାୟ  ( ମତାମତ - 3ଟି )

୧୧୮ଆଜ ଏକି ଗୁମାନରେ

ରାଗ – ମରୁଆ, ଆଠତାଳି ଆଜ ଏ କି ଗୁମାନରେ (ଚନ୍ଦ୍ରାନନା) ଦେଖି ନାହିଁ ସ୍ବପନରେ ୥ପଦ୥ ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ- କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି! ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ, ରାଣ…

କବିସୂର୍ଯ୍ୟ ବଳଦେବ ରଥ  ( ମତାମତ - 6ଟି )

୧୧୯ବନ୍ଦେ ଉତ୍କଳ ଜନନୀ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ ବନ୍ଦେ ଉତ୍କଳ ଜନନୀ ୥ ପୂତ-ପୟୋଧି-ବିଧୌତ-ଶରୀରା, ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ରତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ ୥ ଘନ ଘନ ବନଭୂମି ରାଜିତଅଙ୍ଗେ, ନୀଳ ଭୂଧରମାଳା…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର  ( ମତାମତ - 24ଟି )

୧୨୦ମାତୃଭୂମି

ସ୍ବଭାବ କବି ଗଙ୍ଗାଧର ମେହେର

ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର୤ ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ, ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ୤ ଅନ୍ୟ ଗ୍ରାମେ…

ସ୍ବଭାବ କବି ଗଙ୍ଗାଧର ମେହେର  ( ମତାମତ - 17ଟି )

ପୃଷ୍ଠା :  ... ୧୦ ୧୧ ୧୨ ୧୩ ୧୪
 
 
 

♦ ପାଠକୀୟ ମତାମତ