ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଶିଶୁ ସାହିତ୍ୟ

 ୧ଖରାଦିନେ ମାଠିଆରେ ପାଣି ଥଣ୍ଡା ରହେ କାହିଁକି ?

ହୋଲି ସରିଲା୤ ଆସିଯିବ ଗ୍ରୀଷ୍ମଋତୁ୤ ବିଶେଷକରି ଆମ ସୁନ୍ଦରଗଡ଼ରେ ଖରାଦିନଟା ଅତି ଅସହ୍ୟ ହୋଇପଡ଼େ୤ ହାତ ବିଞ୍ଚଣା ନା କୁଲର୍‌, କିଛି କାମ ଦେବନାହିଁ୤ ଡହ ଡହ ଖରାବେଳେ ବାହାରର କାମ ସରିବା କ୍ଷଣି ଘରକୁ ଲେଉଟି ଥଣ୍ଡା ପାଣି ଟିକିଏ…

ଓଡ଼ିଆସାହିତ୍ୟ ପ୍ରବନ୍ଧକ  ( ମତାମତ - 2ଟି )

 ୨ପାଞ୍ଚଟି ଅକ୍ଷରେ ନାମ ତାହାର (ଶବ୍ଦଧନ୍ଦା)

ପାଞ୍ଚଟି ଅକ୍ଷରେ ନାମ ତାହାର, ମଣିଷ ବସେ ତା ପେଟ ଭିତରେ୤ ତୃତୀୟ ପ୍ରଥମ ହେଲେ ଏକାଠି, କ୍ଷିରୀ ଅନ୍ୟ ନାମ ହୁଏ ସେଇଟି, ଦ୍ବିତୀୟ ଚତୁର୍ଥ ଥୋଇ-ଲେ ନେଇ, ମିଛ ଶବଦର ବାମେ ବସେଇ୤ ପଞ୍ଚମ ଦ୍ବିତୀୟ ଏକାଠି ହେଲେ,…

ଶାଶ୍ବତ ଶେଖର ଷଡ଼ଙ୍ଗୀ, ସୁନ୍ଦରଗଡ଼  ( ମତାମତ - 2ଟି )

 ୩ଚାରୋଟି ଅକ୍ଷରେ ନାମ ମୋହର (ଶବ୍ଦଧନ୍ଦା) ?

ଚାରୋଟି ଅକ୍ଷରେ ନାମ ମୋହର ଛାତ୍ରଙ୍କ ପାଖରେ ମୋର ଆଦର ପ୍ରଥମ ଦ୍ବିତୀୟ ଏକାଠି ହେଲେ ଯୋଗଜନ୍ମାଙ୍କ ନାମକୁ ବୁଝାଏ ଭଲେ୤ ପ୍ରଥମ ଚତୁର୍ଥ ଯେବେ ଏକାଠି ହୁଏ ଖ୍ରୀଷ୍ଟାବ୍ଦର ଅନ୍ୟ ଅର୍ଥକୁ ବୁଝାଏ୤ ଦ୍ବିତୀୟ ଚତୁର୍ଥ ମିଶିଲେ ଯାହା ଅସୁସ୍ଥର…

ଶାଶ୍ବତ ଶେଖର ଷଡ଼ଙ୍ଗୀ, ସୁନ୍ଦରଗଡ଼  ( ମତାମତ - 3ଟି )

 ୪ଛୋଟିଆ ଚାରା

ଥିଲା ଏକ ଛୋଟିଆ ବିଜ ମାଟି ଭିତରେ ରହି୤ ସେଇ ବିଜର ଭିତରେ ଥିଲା ଛୋଟିଆ ଚାରା ଶୋଇ୤ ସେଇ ଚାରକୁ ଧୀରେ ପବନ ଟିକିଏ ଛୁଇଁ ଦେଲା୤ ବରଷା ଜଳ ବୁନ୍ଦାକୁ ମୁନ୍ଦା ତା ଦେହେ ଲାଗି ଗଲା୤ ସକାଳ…

ଶ୍ରୀମତୀ ପୁଷ୍ପଲତା ପାଣିଗ୍ରାହୀ, ସୁନ୍ଦରଗଡ଼  ( ମତାମତ - 3ଟି )

 ୫ଓଡ଼ିଆ ପିଲା ମୁହିଁରେ

ଓଡ଼ିଆ ପିଲା ମୁହିଁରେ ଓଡ଼ିଆ ପିଲା ମୁହିଁ ରଖିବା ପାଇଁ ଜାତିର ଟେକ ଜୀବନ ପାରେ ଦେଇ୤ ଆମରି ରାଇଜ ବାଳୁତ ବାଜିଆ ଫଉଜ ଆଗରେ ହୋଇଥିଲା ଠିଆ ଟିକିଏ ଡରିନାହିଁ୤ ଫୁଟିଲା ଗୁଳି ପଡ଼ିଲା ଟଳି ଭୂଇଁଟା ହେଲା ରକତେ…

ହେମନ୍ତ ପଟେଲ, ସୁନ୍ଦରଗଡ଼  ( ମତାମତ ଦିଅନ୍ତୁ →

 
 
 

♦ ପାଠକୀୟ ମତାମତ