ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କେବେ ଆଉ ଆସିବ ତମେ
ଅଙ୍ଗନରେ
କାଉଁରୀ ପରଶ ନେଇ
ସ୍ଵପ୍ନକୁ ସଜେଇ।
ଡା ନୀଳମାଧବ କର, ମନରୋଗ ଚିକିତ୍ସକ, ଓଲଭର ହାମ୍ପଟନ, ଇଂଲଣ୍ଡ ( ମତାମତ ଦିଅନ୍ତୁ →
ମୋ ଗାଁ ! ଏଇ ମୋ ଛୋଟିଆ ସୁନ୍ଦର ଗାଁ, ରହିବାକୁ ମୋତେ ଦେଇଛି ଠାଁ ଝାଟିମାଟି ଆମ ଚାଳଛପର, କାନ୍ଥରେ ଦିଏ ମା ଝୋଟି ସୁନ୍ଦର ଏଇଠି ବସି ମୁଁ ଦେଖେ ପ୍ରକୃତି, ସବୁଜ ଶ୍ୟାମଳ ସୁନ୍ଦର ଅତି…
ପ୍ରଶାନ୍ତ କୁମାର ଭୂୟାଁ , ଟରେଣ୍ଟୋ, କାନାଡ଼ା ( ମତାମତ - 14ଟି )
କେତେ ପାରାବାର ଅତିକ୍ରମ କରି ପହଞ୍ଚିଥିଲି ମୁଁ ଏଠି ଆଜି ଫେରିଯିବି କାଲି ଫେରିଯିବି ବର୍ଷ, ବର୍ଷ ଗଲା ବିତି ସପନ ଡେଣାରେ ଭାସି ଭାସି ଆସି ପହଞ୍ଚିଲି ଏତେ ଦୂରେ ଜନମ ମାଟିର ଗନ୍ଧ ଚାଖିବାକୁ ଆଜିବି ମୋ’ ମନ…
ଶଶଧର ମହାପାତ୍ର, ମେରୀଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା ( ମତାମତ - 14ଟି )
ନୟନ ର ସେଇ ପରଦା ତଳୁ ଝରି ଯାଏ ଆଜି ପୁଣି ସେଇ ଅଶ୍ରୁଧାରା ନୂଆ କଣ, ସେ ତ ସବୁବେଳେ କାନ୍ଦେ ହେଲେ ଆଜି ..ନା କିଛି ଅଲଗା ଥିଲା ଗୋଟିଏ ନୟନ ର ଅଶ୍ରୁଧାରା ରେ ଥିଲା ଉଷ୍ଣତା…
ସମ୍ବିତ କୁମାର ହୋତା, କତାର୍, ଦୋହା ( ମତାମତ - 9ଟି )
ନିଜକୁ ଛଳନା କରି ଭଲ ପାଇବାଟାକୁ ଅତୀତର ଦ୍ବାହି ଦେଇ ତା’ଠାରୁ ଦୂରେଇ ଯିବା ଆଗରୁ ନିଜକୁ ଥରେ ପ୍ରଶ୍ନ ପଚାରିବ ? ଯଦି କେବେ ପତ୍ର ପାଅ ତା ମୃତ୍ୟୁ ଶଯ୍ୟାରୁ ‘ଟିକିଏ ଆସ’ ବୋଲି ଆସିବ କି, ନ…
ଡ: କଲ୍ୟାଣୀ ପାଢୀ, ବୋଷ୍ଟନ ( ମତାମତ - 4ଟି )
ଦେଖିଛ କି ମୋ ଓଡ଼ିଶା କୁ …? ଶୁଭ୍ର ସୈକତ ବେଳା ରେଣୁ ଧୌତ ପୁଣ୍ୟତୋୟା ମୋ ଜନ୍ମଦାତ୍ରୀ ମାଆ କୁ …… ଏଠି ରେଣୁ ରେ ଝରଇ ମମତା… ଏଠି ରଶ୍ମିରେ ଝରଇ ତେଜ… ଏଠି ସର୍ବତ୍ର ଝଂକୃତ ପ୍ରେମ……
ପ୍ରଶାନ୍ତ କୁମାର ଭୂୟାଁ ( ମତାମତ - 25ଟି )
ମୋ ଭିତରର ଦୁଃଖ କୁ ଆଙ୍କିବାକୁ ବସିଲେ ଭାରତର ମାନଚିତ୍ର ଆଙ୍କି ହୋଇଯାଏ ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ ମଝିରେ ମଦ ର ନଈ ଚିର ପ୍ରବାହିତ, ଜାଲ ଭଳି ବିଛେଇ ହୋଇଛି ସାମ୍ପ୍ରଦାୟିକତା ର ବାଡ଼ ଅଭାବ…
ବାଗଦେବୀ ମିଶ୍ର, ଅଟ୍ଟାୱ , କାନାଡା ( ମତାମତ - 7ଟି )