ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କେତେ ଯନ୍ତ୍ରଣା ମନ ତଳେ ଚାପି ଛାତିର କୋହକୁ ଆଖିରେ ସାଉଁଟି ଓଠ ଧାରେ ଭରି ସଜ ଶତଦଳ ବକ୍ଷୁ ନିଗାଡି ପୀୟୂଷର ଝର ଧନ୍ୟ ଗୋ ତୁମେ ନାରୀ; ଜନନୀ, ଭଗିନୀ, ଜାୟାର ସେନେହ ଅଜାଚିତେ ଦିଅ ଢାଳି ମମତାର…
ଦୁର୍ଗାମାଧବ ପଣ୍ଡା, ସୁନ୍ଦରଗଡ ( ମତାମତ - 8ଟି )
ଚିରସ୍ଥାୟୀ ଦୁନିଆଁରେ କ୍ଷଣସ୍ଥାୟୀ ଶରୀର ମିଛମାୟା ମୋହେ ବାନ୍ଧି ସବୁ କହେ ମୋର ଶେଫାଳି ଫୁଲଟି ପରି କ୍ଷୁଦ୍ର ଏହି ଜୀବନ ଚତୁର୍ଦ୍ଦିଗ ଅନ୍ଧକାର ବୁଜିଦେଲେ ନୟନ ତଥାପି ମଉଳି ନାହିଁ ଆଶାର ପ୍ରଦୀପ ଏ ଜୀବନ ଲାଗିଥାଉ…
ଅକ୍ଷୟ କୁମାର ନାଏକ, ସୁନ୍ଦରଗଡ ( ମତାମତ - 15ଟି )