ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସେମାନଙ୍କ ସହିତ ଆମର ଅନେକ ଦିନରୁ ପରିଚୟ ଓ ବନ୍ଧୁତା ଚାଟଶାଳୀ ଅବଧାନଙ୍କର ଓ ବାପାବୋଉଙ୍କ ଝାମେଲାରୁ ମୁକ୍ତିପାଇ ଆମେ ମୁହଁସଞ୍ଜରେ ଗାଁ ଦାଣ୍ଡରେ ବୋହୁଚୋରି ଲୁଚକାଳି ଆରମ୍ଭ କଲାବେଳକୁ ସେମାନେ ବି ସୁର୍ଯ୍ୟଙ୍କ ଡରରେ, ଆକାଶର ହିଡ ତଳେ ବାଡ…
ସୀତାକାନ୍ତ ମହାପାତ୍ର ( ମତାମତ - 1ଟା )
ଦଶ ଦିଗେ ଆଗ୍ନେୟ ଉତ୍ତରୀ ଲେଖି ଦକ୍ଷିଣରୁ ଆସିଅଛି ମଳୟ ସନ୍ତ୍ରାସ, ସମସ୍ତ ପତ୍ରରେ ଲେଖା ଓଡିଶା ମୋ’ ରକ୍ତରଙ୍ଗା କରବୀର ଦେଶ ସୃଜନ ସାଜିଛି ଗଙ୍ଗା….ମହେନ୍ଦ୍ରର ସୀମା ଉଚ୍ଛୁଳିଛି ଋଷିକୂଲ୍ୟା କାର ରକ୍ତେ ଲାଲ୍ ହୋଇ ଡୁଡୁମାରେ ଅଶ୍ରୁ ଝରାଇଛି…
ସଦାଶିବ ଦାଶ ( ମତାମତ - 1ଟା )
କୈଶୋର : ତମେ ବା ଜାଣିବ କିଆଁ ମୁଁ କାହିଁକି ଚୁପ୍ଚାପ୍ ବସେ ମନହେଲେ ଖେଳେବୁଲେ ଆଇନାରେ ମୁହଁ ଦେଖେ, ଅକସ୍ମାତ୍ – ଆଇନାକୁ ପଥର ଫୋପାଡେ ତା’ପରେ ବାରମ୍ବାର ମୁହଁ ଦେଖୁଥାଏ ସେଇମିତି ଭଙ୍ଗା ଭଙ୍ଗା କାଚ ଟୁକୁରାରେ ଯୌବନ…
ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସିଂହାକୁଦା, ପୁରୀ ( ମତାମତ - 1ଟା )
ସେଇମିତି ଗୁମ୍ ମାରି ବସିଚି, ଘା ଭର୍ତ୍ତି ସାରାଦେହରେ ପୂଜ ପଝୁରୁଚି କଦବା କେମିତି ହଠାତ୍ ମାଛି ଘଉଡାଏ, ନଚେତ୍ ମଉନ ହେଇଥାଏ ଦର୍ପଣ ତାର ଅନ୍ତରଙ୍ଗ ବନ୍ଧୁ ଏକଦା, ନିଜ ମୁହଁଠୁଁ ବଳି ଆଉ କିଛି ନାହିଁ ବୋଲି ଘୋଷଣା…
ଭାଗୀରଥି ମିଶ୍ର , ସମ୍ବଲପୁର ( ମତାମତ - 2ଟି )
ଲୁହ ଡବଡବ ଆଖିରେ ଅପମାନ ଦିଅନା ଡହକୁଥିବା ଭୋକରେ ମୋତେ ଆଉ ଜାଳନା, ଏଠିକୁ ଆସ, ଦେଖିବ ଆମର ଗତାନୁଗତିକ ବସ୍ତୁକୈନ୍ଦ୍ରିକ ଦୃଶ୍ୟଗୁଡିକ! ଲୋଭନୀୟ କୋଠରୀ ତୁମର ଲହୁଣୀଭଳି ଦେହ ତୁଳାର ଶେଯ ବାସ୍ନା ବାହାରୁଥିବା ରଙ୍ଗୀନ୍ ଚାଦର, ସେଥିକୁ ପୁଣି…
ସୂର୍ଯ୍ୟ ମିଶ୍ର ( ମତାମତ - 3ଟି )
କାଲି ରାତି ଅନ୍ଧାରରେ ମୁଁ ତୁମ ଉପରେ ସନ୍ତର୍ପଣରେ ହାତ ରଖିଲି କାଳେ ଚମକିପଡି ତୁମ ନିଦ ଭାଙ୍ଗିଯିବ ବୋଲି ତୁମେ କିନ୍ତୁ ନିଘୋଡ ନିଦରେ ଅଚେତ ଥିଲ ଦିନଯାକର ଖେଳକୁଦ ପରେ କ୍ଲାନ୍ତ ଶିଶୁଟିଏ ପରି ତୁମ ଶ୍ବାସ ପ୍ରଶ୍ବାସର…
ଡ. ପ୍ରସନ୍ନ କୁମାର ମହାନ୍ତି, ଭୁବନେଶ୍ବର ( ମତାମତ - 2ଟି )
ଝରକା ବାହାରେ କିଛି ପୃଥିବୀ ଓ କିଛି ଆକାଶ ଗଛ ଉପରେ ଢିରା ଦେଇ ଠିଆ ହସ ହସ ଚନ୍ଦ୍ର ଗଛଟା ସାରା ଚଢେଇରେ ଭର୍ତ୍ତି ଯେତିକି ପତ୍ର ଗଛରେ ସେତିକି ହିଁ ପକ୍ଷୀ ପ୍ରତିଟି ପକ୍ଷୀର କିଚିରିମିଚିରିରେ ଦୋହଲୁଥାଏ ନିକଟତମ…
ଅଶୋକ ଚନ୍ଦ୍ର ମହାପାତ୍ର ( ମତାମତ - 4ଟି )
ଭଲ ରୂପେ ତୁମେ ଜାଣ ଯେ ନାରୀଟିଏ ମୁଁ, ମହାମନ୍ତ୍ର ମମତାର ସବୁରି ଖୁସି ପାଇଁ କେବେ ସହିପାରେ ଆକାଶ ପରି ବର୍ଷା, ବିଜୁଳି ଓ ଝଡ ସ୍ବାମୀ ଦେବତାଙ୍କ ମନୋରଞ୍ଜନ ପାଇଁ ବି କେବେ ଘରଟାକୁ କୁଞ୍ଜବନ ଅବା ମନ୍ଦିର…
ସୁନୀତି ମିଶ୍ର, ସମ୍ବଲପୁର ( ମତାମତ - 1ଟା )
ମରିଯାଇଛି ଭୋକ, ଲିଭିଯାଇଛି ନିଆଁ, ହେଲେ ତିନି ମୁଣ୍ଡକୁ ସଳଖି ବସିରହିଛି ଚୁଲି କ୍ଷୟ ହେଇନି ଚୁଲି ଭିତରର ଆଶା ଅତୀତର ଉପହାସ, ସ୍ମୃତିର କଟାଳ, ଚୁଲିର ଖୋଜିଲା ଖୋଜିଲା ଆଖି, ବିଡ଼େ କାଠ, ଝୁଲେ ନିଆଁ, ଯାହାର ଉଷୁମ ସ୍ପର୍ଶରେ…
ପ୍ରମିଳା ଶତପଥୀ, ବାଲେଶ୍ବର ( ମତାମତ - 4ଟି )
ବଞ୍ଚିବାର ସରଳ ଅଭ୍ୟାସ ଯେତେଥର ହଜିଛି ସେତେଥର ଆମେ ଅଚିହ୍ନା ବାରିଛୁ ପରସ୍ପରକୁ ମୋର ଦର୍ପଣ ଓ ମୁଁ ଦର୍ପଣ ଦେଖିଲେ ଲାଗେ ଲୋକଟିକୁ ଦେଖିଛି କେଉଁଠି ବୋଧେ ଦର୍ପଣ ଆଗକୁ ଗଲେ ବିକଟାଳ ମୁହଁଟିଏ ପ୍ରତିଥର ସମୁଦ୍ର ଭଳି କୂଳକୁ…
ଅଶୋକ ଚନ୍ଦ୍ର ମହାପାତ୍ର ( ମତାମତ - 7ଟି )