ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅନେକ ଦିନ ତଳର କଥା: ମାଆ ପଚାରିଥିଲା ସେଦିନ- କିଏରେ ସେ ? କାହା ସଙ୍ଗେ କଥା ହଉଥିଲୁ ? ଉତ୍ତର ଦେଲି, କଲେଜର ପୁରୁଣା ସାଙ୍ଗଟିଏ ଅନେକ ଦିନ ହବ ଦେଖା ହେଇ ନାଇଁ ତ ! ଖ୍ରୀଷ୍ଟାନ ?…
ଜୟନ୍ତ ମହାପାତ୍ର ( ମତାମତ - 6ଟି )
ମୋ ପାପ ପୁଣ୍ୟର ହିସାବ କରିବ ଏମିତି ବା କିଏ କାହିଁ ମୋତେ ତ ଏ ଯାଏ ଭଲ ଭାବେ କେହି ମନ ଦେଇ ଚିହ୍ନି ନାହିଁ୦ ଶୋଷ ବେଳେ ବାଛବିଚାର ନ ମାନି ପିଇଛି ମୁଁ ନଈ ପୋଖରୀର ପାଣି…
ବୃନ୍ଦାବନ ଜେନା, ଭୁବନେଶ୍ବର ( ମତାମତ - 9ଟି )
ଅଫିସ୍ରୁ ଫେରୁଥିବା କେଉଁ ଏକ କିରାଣିର ବ୍ୟସ୍ତ ଓ ବିବ୍ରତ ମନ ପରି ସାଇକେଲ୍ ଚକ ମୋର ଘିର୍ ଘିର୍ ଘୂରେ ଆହା ଏ ସହର ଧୂସର ରାସ୍ତାରେ; ମଣିଷର ଦେଖା ନାଇଁ ଏଠି ଏତେ କିଣାବିକା ଲୋକଙ୍କ ଗହଳି ଏଠି…
ସୌଭାଗ୍ୟ ମିଶ୍ର ( ମତାମତ - 8ଟି )
ତମେ ଚାଲିଯିବା ପରେ ସମୟ ଦିଶିଲା ଏକ ରାତି ଅଧ ବିମାନବନ୍ଦର ରାତି ଭିତରକୁ ଲମ୍ବିଯାଇଥିଲେ ନୀଳବତୀମାନ ବକ୍ତବ୍ୟ ତ ପରିଷ୍କାର, ବତୀଙ୍କ ଉତ୍ତାରୁ ଅପ୍ରମିତ ଅନ୍ଧକାର ଘୋଟିଥିବା ଚଉଦ ଭୁବନ ନଥିବ କୌଣସି ବତୀ ନୀଳ କିମ୍ବା ଦୋସରା ରଙ୍ଗର…
ରମାକାନ୍ତ ରଥ ( ମତାମତ - 7ଟି )
ଅନାଦର କରିଚି କେଉଁ ମର୍ଦ୍ଦକୁ ଲଣ୍ଡିତ ମୁଣ୍ଡ ପଣ୍ଡିତ ହେସ୍ରାରବରେ ଉନ୍ମତ୍ତ ସମ୍ରାଟ ଧନିକପୁତ୍ର, ସୌଦାଗର ଆପଣା ବିବେକ ସହ ତର୍କରେ ପରାଜିତ ମଠ ମହନ୍ତ ଶାଣିତ କଟୂକ୍ତିରେ ବିଦୀର୍ଣ୍ଣ ଅନ୍ତରାଳ ନିଶାର ଅକ୍ତିଆରରେ ନୟାନ୍ତ ଶ୍ରୀମାନ୍ ଅନାଦର କରିଚି କେଉଁ…
ସତ୍ୟବାଦୀ ରାଉତ, ବାଙ୍କୀ, କଟକ ( ମତାମତ - 8ଟି )
ନଈ ନାଇଁ ଏଠି ଅଛି ସମୁଦ୍ର ତିଆରିଚି ବାଲିଘର ଖାସ୍ ତମ ପାଇଁ ସାରା ଖର୍ଚ୍ଚ: ପାଞ୍ଚ ହଜାର ରକ୍ତ କଣିକା ତିନି ଲକ୍ଷ ଝାଳ-ମୁକ୍ତା ଦି କୋଟି ଶବ୍ଦ, ବିନା ଦଲିଲ୍, ବିନା ଦୁର୍ନୀତିରେ ଠିଆହେଇଚି ଏ ଉଆସ ଆଉ…
ଅଜୟ ପ୍ରଧାନ ( ମତାମତ - 1ଟା )
ସେଦିନ ଏକ ବାଳିକା ନଦୀ ପାଖକୁ ଯାଇ କହିଲି ଅୟୀ ଇଚ୍ଛାବତୀ ବାଳିକା ନଈ ମୋ ଦେଖିବାରେ ତମ ଇଚ୍ଛାର ପଟ୍ଟାନ୍ତର ନାହିଁ କେବେ ଶାନ୍ତ ନୀରା, କେବେ କାନ୍ତ ତାରା ଓ ପୂର୍ଣ୍ଣଗର୍ଭା କେବେ ଖରସ୍ରୋତା ଓ ପୁଣି କେବେ…
ଜେନାମଣୀ ଲକ୍ଷ୍ମୀକାନ୍ତ, ରାଜାରାଣୀ ଅଞ୍ଚଳ, ଭୁବନେଶ୍ବର-୧୪ ( ମତାମତ - 5ଟି )
ଆଖିରେ ମାଖିଲି କଜଳ ଯତନେ – ପାଦରେ ଅଳତା ଗାର ଦିହରେ ଲେପିଲି ହଳଦି ବାଟଣ – ମୁହଁରେ ଲବଣୀ ସର ସୁନ୍ଥା ପଡ଼ିଛି ଖାଲି କିଏ ଲେପିଦେବ ସିନ୍ଥିରେ ସିନ୍ଦୂର କା’ ହାତ ହୋଇବ ସିନ୍ଦୂରେ ନାଲି ସୁନ୍ଥା ପଡ଼ିଛି…
ନୀଳାମ୍ବର ବିଶ୍ବାଳ,ଉଦ୍ୟାନ ମାର୍ଗ , ଭୁବନେଶ୍ବର -୯ ( ମତାମତ ଦିଅନ୍ତୁ →
ରାଜଧାନୀ ପାଣି ପିଇ ପିଇ ଭୁଲି ଯାଇ ଥିଲି ବାପା ଭାଇ ଗାଁକୁ ମୋଟେ ଯିବିନି ଭାବିଛି ବିଲୁଆ ଡିଅଁନ୍ତୁ ଡିହରେ ପରସ୍ତ୍ରୀ ସୁନ୍ଦରୀ ସିଂହକଟୀ ଠାଣି ମୋ ସ୍ତ୍ରୀ ବାଳା ରୂପମଣୀ ବାରମ୍ବାର କହେ ଗାଁକୁ ଯିବାନି ଅସନା ହେବାକୁ…
ଶ୍ରୀ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ ( ମତାମତ - 23ଟି )
ମଣିଷ କି ଜାଣିପାରେ ତାର କେଉଁ ଶବ୍ଦ ହୋଇବ ଅନ୍ତିମ ? ଗଛ ତ ବୁଝେନା କେବେ କେଉଁ ଡାଳ ଶ୍ମଶାନେ ଜଳିବ ଶଙ୍ଖାରି କି ଜାଣିପାରେ କେଉଁ ଶଙ୍ଖା ରମଣୀର ଶେଷ ଶଙ୍ଖା ହେବ ଯୁବତୀ ବି କେମିତି ଜାଣିବ…
ଡ. ଯୋଗେନ୍ଦ୍ର ନାୟକ, ଅଳଗୁମ, ପୁରୀ ( ମତାମତ - 3ଟି )