ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏ କି ସମୟ ଆସିଗଲା ? କଲମ ଚାଳକ ତ କେବେବି କହୁ ନଥିଲେ ମୁଁ ଫର୍ୱାର୍ଡ଼ ମୁଁ ବେକ୍ୱାର୍ଡ଼ ଆଗୁଆ ପଛୁଆ ବର୍ଗ ବର୍ଣ୍ଣ ବୈଷମ୍ୟ ନଥିଲା କଲମ ଚାଳକଙ୍କର ! କିନ୍ତୁ କୁମ୍ଭୀର କାନ୍ଦଣା ଶୁଭୁଛି ଆଜି…
ଶଶିଭୂଷଣ ରଥ ( ମତାମତ - 1ଟା )
ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ ଯେ, ସେତକ ବି ଚାଲିହେଲାନି ଠିକ୍ଭାବେ କେତେ ସହଜ ଥିଲା କୁହ ଜହ୍ନଗୀତ ଗୁଣୁଗୁଣେଇ ଗୁଣୁଗୁଣେଇ ବୁଟଭଜା ଗୋଟେ ଗୋଟେ ପାଟିରେ ପକେଇ ପକେଇ ଅପରିଚିତ ରାତିର…
ତ୍ରିନାଥ ସିଂହ ( ମତାମତ - 3ଟି )
ପାହାଡ଼ ସେପାଖୁ ଉଇଁ ଆସେ ରବି ନାଲିଆ ମୁରୁଜ ବୁଣି, ହମ୍ବାରଡ଼ି ଶୁଭେ ଗାଈ ଗୁହାଳରୁ ଶୁଭେ ପକ୍ଷୀର କାକଳି ୧ ପାହାନ୍ତି ପହରର କୁମ୍ଭାଟୁଆ ଡାକ ଭାଙ୍ଗେ ଭୁଆସୁଣୀ ନିଦ, ବାସି ପାଇଟି ତା’ ସଅଳ ସାରିକି…
ପ୍ରଭାତ ନଳିନୀ ସାହୁ ( ମତାମତ - 4ଟି )
ଜୋଛନା ଗୋ ! ତୁମେ ଲୁଚନା, ନୀଳ ଆକାଶର ନୀଳ ମେଘ ତଳେ ଲୁଚନା ଓହ୍ଲାଇ ଆସଗୋ ଏ ଉତ୍କଳ ଭୂମେ ଝରାଇ ସୁଷମା ବନ୍ୟା, ଉତ୍ତୁଙ୍ଗ ଶିଖରୀ ତୁମରି ପରଶେ ହସିଉଠି ହେଉ ଧନ୍ୟା ଛୁଇଁ ଯାଉ…
ଲୋକନାଥ ପଣ୍ଡା, ପୁରୀ ( ମତାମତ - 2ଟି )
କେହି ଜଣେ କହିଥିଲେ ଦୁଇଟି ନିଆଁର ସମାହାର ଦୁନିଆ କେବେ ଏନ୍ତୁଡ଼ି କେବେ ଚିତାର ରଡ଼ ନିଆଁ ଏବେ କିନ୍ତୁ ଜାଣି ହେଲାଣି ଅଲଗା ଅଲଗା ଦୁଇଟି ଦୁନିଆ ହିଁ ଦୁଇ ଦୁନିଆ ଗୋଟିଏ ତମର, ଗୋଟିଏ ମୋର ଏଠି ସମସ୍ତେ…
ରାଜକିଶୋର ଦାସ ( ମତାମତ - 3ଟି )
ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା | ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ ପୀରତି…
ରବି କାନୁନ୍ଗୋ ( ମତାମତ - 1ଟା )
ଏବେ ବିଚିତ୍ର ଅନୁଭବ ! କେତେବେଳୁ ଶୂନ୍ୟରେ ସମର୍ପି ଦେଇଚି ଦେହ ମନ ବିବେକ ! ଶୁଭୁନି ମାଙ୍ଗଳିକ ଛୁଉଁନି ମତୁଆଲି ପବନ ନିଆଁପାଣି ମାରଣାସ୍ତ୍ର ଲାଗୁଚି ପ୍ରତ୍ୟେକ ମୁହୂର୍ତ୍ତ ମନ୍ତ୍ରସିଦ୍ଧ ବଳକା ସମୟ ପାଇଁ ନୂଆ ନୂଆ ଦିଗ !…
ପ୍ରଶାନ୍ତ ମହାନ୍ତି ( ମତାମତ - 2ଟି )
ଗାରପକା ରଫ୍ଖାତା ପୃଷ୍ଠାରେ ଶାନ୍ତ, ସୁଧାର ରେଳଗାଡ଼ିଟିଏ ପରି ଶବ୍ଦର ଅନେକ ଡବାନେଇ ଠିଆହୋଇଥିବା ବାକ୍ୟଟିଏ ହଠାତ୍ ଧାଇଁବାକୁ ଆରମ୍ଭ କରେ ପାଗଳ ପରି ତୀବ୍ର ବେଗରେ, ବ୍ୟାକରଣ ଆଉ ଅଭିଧାନର ସମାନ୍ତରାଳ ଲୁହାଧାରଣା ଉପରେ ନାଲିବତୀର ଆକଟକୁ ବେଖାତିର କରି…
ଦୁର୍ଗା ପ୍ରସାଦ ପଣ୍ଡା ( ମତାମତ - 2ଟି )
ଶବ୍ଦ ସହ ଖେଳି ଖେଳି କ୍ଲାନ୍ତ ହୋଇପଡ଼ିଥିବା ଯାଦୁକର ଶୋଇଯାଇଛି ଏବେ ନିଘୋଡ଼ ନିଦରେ ଶାନ୍ତ, ସୁଧାର, ବିଭୋର ଏବେ ଶବ୍ଦମାନେ କ୍ରମଶଃ ଫିଟି ପଡ଼ୁଛନ୍ତି କବିତାରୁ ଦାୟ, ଶୃଙ୍ଖଳା, ଅଙ୍ଗୀକାରବଦ୍ଧତା ବନ୍ଦୀତ୍ବ ଓ ଅର୍ଥମୟତାରୁ ସେମାନେ ଏଣିକି ନିଜ ଇଚ୍ଛାରେ…
କେ.ଶ୍ୟାମବାବୁ ଦୋରା ( ମତାମତ - 1ଟା )
ଅଝଟିଆ ଶଇଶବ ଏବେ ବି ଜଗିଚି କେଶପୁର ରେଳଷ୍ଟେସନରେ ଓଡ଼ିଶା ଯିବ, ଜେଜେ ମା’ କାନି ଧରି କ୍ଷେତ୍ରବାସୀ ହେବ କଉଶଳେ କାନି ଛଡ଼ାଇ ମାଆ ପଳେଇଲା, ମାଛ ଗାଡ଼ିରେ ଛୁକ୍ ଛୁକ୍ କୋଇଲା ଇଞ୍ଜିନ୍ କଳାଧୂଆଁ ତା’ସ୍ବପ୍ନିଳ ଆଖିରେ ଭରିଦେଇ…
ବିପ୍ର ଆଚାର୍ଯ୍ୟ ( ମତାମତ - 7ଟି )