ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁ ଆସିବୁ ନା ବଉଳ ଏ ସମ୍ଭାବନାମୟ ସୃଷ୍ଟିକୁ ଯୋଗ ଆଉ ବିଯୋଗ ପାଇଁ ସୁଖ ଆଉ ଦୁଃଖ ପାଇଁ ମନରେ ତୋର କିଛି ପ୍ରଶ୍ନ ନଥିବ ଫଗୁଣ ତୋତେ ଛୁଇଁଲା ପରେ ଅସଂଖ୍ୟ ପ୍ରଶ୍ନ ଉଠିବ ଯାହାର ଉତ୍ତର ମିଳିବନି…
ଆଦିତ୍ୟ କୁମାର ପଣ୍ଡା ( ମତାମତ - 3ଟି )
ଚଇତେ ପାଚିଲା ବେଲ ମୋ ଗେହ୍ଲି ମିତଣୀ ଚନ୍ଦରବଦନୀ ବାଡ଼ି କାଠ ଚମ୍ପା ଫୁଲ କିଏ ହେବ ତା’ର ସମତୁଲ ୧ ଅସାଡ଼ୁଆ ପାଣି ସୁଅ ମୋ ମିତଣୀ ରାଣୀ ଖାଣ୍ଟି ଗୁଆଘିଅ ବାସୁଥାଏ ମହମହ ତା’ର କି ଗୁଣ ଗାଇବି…
ବିଜନ ରାୟ, କଟକ ( ମତାମତ ଦିଅନ୍ତୁ →
* ମୁଁ ଓ ତୁମେ * ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର ମଉଳା ଚନ୍ଦ୍ରଲେଖା ତମେ କାକର ପଖଳା ସୌମ୍ୟ ସକାଳ ସୂର୍ଯ୍ୟ କିରଣ ମଖା |୦| ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ ଖିଆଲି ମନର ନିଶା…
ଡ. ଶଶିଭୂଷଣ ବେହେରା, ଭୁବନେଶ୍ବର ( ମତାମତ - 7ଟି )
ଅତିରଞ୍ଜିତ ଅଭିନୟ ଯୋଗୁଁ ବହିର୍ଭୂତ ମୁଁ ମଞ୍ଚରୁ ମନୋରମ ଶବ୍ଦ ପଛରେ ଗୋଲ୍ଗୋଲ୍ କଥା ଉହାଡ଼ରେ ଲୁଚାଇ ରଖିଥିବା ଛଳନାର ବାରୁଦ ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ ଅତିରଞ୍ଜିତ ଅଭିନୟ ଯୋଗୁଁ ମୁଁ ମଞ୍ଚ ବହିର୍ଭୂତ ଛାତି ତଳେ ଚପାଇ ଆବେଗର…
ଅଶୋକ ଚନ୍ଦ୍ର ମହାପାତ୍ର ( ମତାମତ - 3ଟି )
ଚୂଲିରେ ବସିଚି ଭାତହାଣ୍ଡି ଫୁଟୁଚି ଭାତ ଆଞ୍ଜୁଳେ ଦାନାର ଇନ୍ଦ୍ରଜାଲ ଚୂଲି ତଳେ ନିଆଁ ଓ ପାଉଁଶ ଆଞ୍ଜୁଳେ ଦାନା ଯୋଗାଡ଼ିବାକୁ ଗଛତୋଳା, ଖଣିଖୋଳା, ପୋଖରୀଖୋଳା ପୁଣି ଭୂଇଁଦଳା ଏଇ ଭାତହାଣ୍ଡିଟା ପାଇଁ ସବୁ ଲାଞ୍ଚ ଲବି ଲେହନ…
ସୂର୍ଯ୍ୟ ମିଶ୍ର ( ମତାମତ - 1ଟା )
ପାହାଡ଼୍ କହୁଛେ ଚଢ଼୍ ମୋର ଉପ୍ରେ ଆଲ୍ମାଲ୍ ଚଢ଼ିଗଲ ବଲ୍ଲେ, ଫସିକରି ରହେଲ ନ ହେତାର୍ଠାନେ ହେକ୍ତେ ପଚ୍ରାବା କେନ୍ତା ଚଢ଼୍ଲ ଆରୁ କେଁ ଉନିହାଟା ନି ଥେଇ କହେବା ଆରୁ ନି ଚଢ଼୍ବ ନ କାହାରିର୍ ଉପ୍ରେ କେଭେ ଆରୁ…
ଗଜାନନ ମିଶ୍ର ( ମତାମତ - 5ଟି )