ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ | ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ ଦିବାନିଶି ସେବା କରେ ମୁଁ ଯେ ତୋର ପତି ଧନ୍ୟ ଧନ୍ୟ…
ଚିତ୍ତରଞ୍ଜନ ଓଝା ( ମତାମତ - 62ଟି )
ସେଦିନ ଏକ ବାଳିକା ନଦୀ ପାଖକୁ ଯାଇ କହିଲି ଅୟୀ ଇଚ୍ଛାବତୀ ବାଳିକା ନଈ ମୋ ଦେଖିବାରେ ତମ ଇଚ୍ଛାର ପଟ୍ଟାନ୍ତର ନାହିଁ କେବେ ଶାନ୍ତ ନୀରା, କେବେ କାନ୍ତ ତାରା ଓ ପୂର୍ଣ୍ଣଗର୍ଭା କେବେ ଖରସ୍ରୋତା ଓ ପୁଣି କେବେ…
ଜେନାମଣୀ ଲକ୍ଷ୍ମୀକାନ୍ତ, ରାଜାରାଣୀ ଅଞ୍ଚଳ, ଭୁବନେଶ୍ବର-୧୪ ( ମତାମତ - 5ଟି )
ରାଜଧାନୀ ପାଣି ପିଇ ପିଇ ଭୁଲି ଯାଇ ଥିଲି ବାପା ଭାଇ ଗାଁକୁ ମୋଟେ ଯିବିନି ଭାବିଛି ବିଲୁଆ ଡିଅଁନ୍ତୁ ଡିହରେ ପରସ୍ତ୍ରୀ ସୁନ୍ଦରୀ ସିଂହକଟୀ ଠାଣି ମୋ ସ୍ତ୍ରୀ ବାଳା ରୂପମଣୀ ବାରମ୍ବାର କହେ ଗାଁକୁ ଯିବାନି ଅସନା ହେବାକୁ…
ଶ୍ରୀ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ ( ମତାମତ - 23ଟି )