ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅନେକ ଦିନ ତଳର କଥା: ମାଆ ପଚାରିଥିଲା ସେଦିନ- କିଏରେ ସେ ? କାହା ସଙ୍ଗେ କଥା ହଉଥିଲୁ ? ଉତ୍ତର ଦେଲି, କଲେଜର ପୁରୁଣା ସାଙ୍ଗଟିଏ ଅନେକ ଦିନ ହବ ଦେଖା ହେଇ ନାଇଁ ତ ! ଖ୍ରୀଷ୍ଟାନ ?…
ଜୟନ୍ତ ମହାପାତ୍ର ( ମତାମତ - 6ଟି )
ଅଫିସ୍ରୁ ଫେରୁଥିବା କେଉଁ ଏକ କିରାଣିର ବ୍ୟସ୍ତ ଓ ବିବ୍ରତ ମନ ପରି ସାଇକେଲ୍ ଚକ ମୋର ଘିର୍ ଘିର୍ ଘୂରେ ଆହା ଏ ସହର ଧୂସର ରାସ୍ତାରେ; ମଣିଷର ଦେଖା ନାଇଁ ଏଠି ଏତେ କିଣାବିକା ଲୋକଙ୍କ ଗହଳି ଏଠି…
ସୌଭାଗ୍ୟ ମିଶ୍ର ( ମତାମତ - 8ଟି )
ତମେ ଚାଲିଯିବା ପରେ ସମୟ ଦିଶିଲା ଏକ ରାତି ଅଧ ବିମାନବନ୍ଦର ରାତି ଭିତରକୁ ଲମ୍ବିଯାଇଥିଲେ ନୀଳବତୀମାନ ବକ୍ତବ୍ୟ ତ ପରିଷ୍କାର, ବତୀଙ୍କ ଉତ୍ତାରୁ ଅପ୍ରମିତ ଅନ୍ଧକାର ଘୋଟିଥିବା ଚଉଦ ଭୁବନ ନଥିବ କୌଣସି ବତୀ ନୀଳ କିମ୍ବା ଦୋସରା ରଙ୍ଗର…
ରମାକାନ୍ତ ରଥ ( ମତାମତ - 7ଟି )
ଅନାଦର କରିଚି କେଉଁ ମର୍ଦ୍ଦକୁ ଲଣ୍ଡିତ ମୁଣ୍ଡ ପଣ୍ଡିତ ହେସ୍ରାରବରେ ଉନ୍ମତ୍ତ ସମ୍ରାଟ ଧନିକପୁତ୍ର, ସୌଦାଗର ଆପଣା ବିବେକ ସହ ତର୍କରେ ପରାଜିତ ମଠ ମହନ୍ତ ଶାଣିତ କଟୂକ୍ତିରେ ବିଦୀର୍ଣ୍ଣ ଅନ୍ତରାଳ ନିଶାର ଅକ୍ତିଆରରେ ନୟାନ୍ତ ଶ୍ରୀମାନ୍ ଅନାଦର କରିଚି କେଉଁ…
ସତ୍ୟବାଦୀ ରାଉତ, ବାଙ୍କୀ, କଟକ ( ମତାମତ - 8ଟି )
ନଈ ନାଇଁ ଏଠି ଅଛି ସମୁଦ୍ର ତିଆରିଚି ବାଲିଘର ଖାସ୍ ତମ ପାଇଁ ସାରା ଖର୍ଚ୍ଚ: ପାଞ୍ଚ ହଜାର ରକ୍ତ କଣିକା ତିନି ଲକ୍ଷ ଝାଳ-ମୁକ୍ତା ଦି କୋଟି ଶବ୍ଦ, ବିନା ଦଲିଲ୍, ବିନା ଦୁର୍ନୀତିରେ ଠିଆହେଇଚି ଏ ଉଆସ ଆଉ…
ଅଜୟ ପ୍ରଧାନ ( ମତାମତ - 1ଟା )
ମଣିଷ କି ଜାଣିପାରେ ତାର କେଉଁ ଶବ୍ଦ ହୋଇବ ଅନ୍ତିମ ? ଗଛ ତ ବୁଝେନା କେବେ କେଉଁ ଡାଳ ଶ୍ମଶାନେ ଜଳିବ ଶଙ୍ଖାରି କି ଜାଣିପାରେ କେଉଁ ଶଙ୍ଖା ରମଣୀର ଶେଷ ଶଙ୍ଖା ହେବ ଯୁବତୀ ବି କେମିତି ଜାଣିବ…
ଡ. ଯୋଗେନ୍ଦ୍ର ନାୟକ, ଅଳଗୁମ, ପୁରୀ ( ମତାମତ - 3ଟି )
ସେମାନଙ୍କ ସହିତ ଆମର ଅନେକ ଦିନରୁ ପରିଚୟ ଓ ବନ୍ଧୁତା ଚାଟଶାଳୀ ଅବଧାନଙ୍କର ଓ ବାପାବୋଉଙ୍କ ଝାମେଲାରୁ ମୁକ୍ତିପାଇ ଆମେ ମୁହଁସଞ୍ଜରେ ଗାଁ ଦାଣ୍ଡରେ ବୋହୁଚୋରି ଲୁଚକାଳି ଆରମ୍ଭ କଲାବେଳକୁ ସେମାନେ ବି ସୁର୍ଯ୍ୟଙ୍କ ଡରରେ, ଆକାଶର ହିଡ ତଳେ ବାଡ…
ସୀତାକାନ୍ତ ମହାପାତ୍ର ( ମତାମତ - 1ଟା )
ଦଶ ଦିଗେ ଆଗ୍ନେୟ ଉତ୍ତରୀ ଲେଖି ଦକ୍ଷିଣରୁ ଆସିଅଛି ମଳୟ ସନ୍ତ୍ରାସ, ସମସ୍ତ ପତ୍ରରେ ଲେଖା ଓଡିଶା ମୋ’ ରକ୍ତରଙ୍ଗା କରବୀର ଦେଶ ସୃଜନ ସାଜିଛି ଗଙ୍ଗା….ମହେନ୍ଦ୍ରର ସୀମା ଉଚ୍ଛୁଳିଛି ଋଷିକୂଲ୍ୟା କାର ରକ୍ତେ ଲାଲ୍ ହୋଇ ଡୁଡୁମାରେ ଅଶ୍ରୁ ଝରାଇଛି…
ସଦାଶିବ ଦାଶ ( ମତାମତ - 1ଟା )
କୈଶୋର : ତମେ ବା ଜାଣିବ କିଆଁ ମୁଁ କାହିଁକି ଚୁପ୍ଚାପ୍ ବସେ ମନହେଲେ ଖେଳେବୁଲେ ଆଇନାରେ ମୁହଁ ଦେଖେ, ଅକସ୍ମାତ୍ – ଆଇନାକୁ ପଥର ଫୋପାଡେ ତା’ପରେ ବାରମ୍ବାର ମୁହଁ ଦେଖୁଥାଏ ସେଇମିତି ଭଙ୍ଗା ଭଙ୍ଗା କାଚ ଟୁକୁରାରେ ଯୌବନ…
ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସିଂହାକୁଦା, ପୁରୀ ( ମତାମତ - 1ଟା )
ସେଇମିତି ଗୁମ୍ ମାରି ବସିଚି, ଘା ଭର୍ତ୍ତି ସାରାଦେହରେ ପୂଜ ପଝୁରୁଚି କଦବା କେମିତି ହଠାତ୍ ମାଛି ଘଉଡାଏ, ନଚେତ୍ ମଉନ ହେଇଥାଏ ଦର୍ପଣ ତାର ଅନ୍ତରଙ୍ଗ ବନ୍ଧୁ ଏକଦା, ନିଜ ମୁହଁଠୁଁ ବଳି ଆଉ କିଛି ନାହିଁ ବୋଲି ଘୋଷଣା…
ଭାଗୀରଥି ମିଶ୍ର , ସମ୍ବଲପୁର ( ମତାମତ - 2ଟି )