ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଇସ୍ପାତ ସହରର ଅଗଣୀ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଅଷ୍ଟାଦଶ ରାଉରକେଲା ପୁସ୍ତକମେଳା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପରିସରରେ ଆରମ୍ଭ ହୋଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ରାଜ୍ୟ ଲେଖିକା ସଂସଦ ପକ୍ଷରୁ ଆସନ୍ତା ଡିସେମ୍ବର ୧୧ ତାରିଖରେ ଆୟୋଜିତ ହେବାକୁଥିବା ସାହିତ୍ୟ ସମାରୋହ ପାଇଁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ରାଉରକେଲା: କମ୍ପ୍ୟୁଟର୍ରେ ସୁବିଧାରେ ଓଡ଼ିଆ ଟାଇପ୍ କରିବାପାଇଁ ପୂର୍ବରୁ ଏକ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଥିଲା ବେଳେ ଏବେ ସ୍ଥାନୀୟ ସଂସ୍ଥା ଦ୍ବାରା ଇଣ୍ଟର୍ନେଟ୍ରେ ଓଡ଼ିଆରେ ଲେଖିବା ପାଇଁ (ଇମେଲ୍ ଓ ଚାଟ୍) ଅପ୍ରାନ୍ତ ଓଡ଼ିଆ ୟୁନିକୋଡ୍ ନାମକ ଆଉ ଏକ ନୂତନ…
ଓଡ଼ିଆସାହିତ୍ୟ ପ୍ରବନ୍ଧକ ( ମତାମତ - 5ଟି )
ଭୁବନେଶ୍ବର: ଓଡିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା ବୀଣାପାଣି ମହାନ୍ତିଙ୍କୁ ସମ୍ମାନଜନକ ସାରଳା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଇଣ୍ଡିଆନ୍ ମେଟାଲିକ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ରାଉରକେଲା: ଗତକାଲି ରଜ ଉତ୍ସବ ଉପଲକ୍ଷେ ଉଦିତ୍ନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକଦିନାତ୍ମକ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ (ରାଉରକେଲା) ଓ ସୁଲେଖା ସାହିତ୍ୟ ସଂସ୍କୃତି…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଗତ ତିନିବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ସହର ବିରମିତ୍ରପୁରରୁ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ଶିଳ୍ପାପଦ୍ମର ବିଷୁବ ୨୦୧୦ ସଂଖ୍ୟା ପ୍ରକାଶିତ ହୋଇଯାଇଛି ଅଧ୍ୟାପକ ହରିହର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଏହି ସଂଖ୍ୟାଟିର ପ୍ରବନ୍ଧ ବିଭାଗରେ କୁମାର୍ ହସନ୍,…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
କଟକ ସ୍ଥିତ ନିଉ ଏଜ୍ ପବ୍ଲିକେଶନ୍ସ୍ ପକ୍ଷରୁ ନିକଟରେ ତେତିଶ ଓଡିଆ କବି ଶୀର୍ଷକ ଏକ ମର୍ଯ୍ୟାଦାଜନକ କାବ୍ୟ ସଙ୍କଳନ ପ୍ରକାଶ ପ୍ରକାଶ ପାଇଛି ବରିଷ୍ଠ କବି ବିଭୁପ୍ରସାଦ ପାଢୀ, ପ୍ରଫେସର ଗୁରୁଚରଣ ବେହେରା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ରାଉରକେଲା: ସହରର ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦଆନୁକୂଲ୍ୟରେ ଇତି ମଧ୍ୟରେ ଦୁଇଟି କବିତା ପୁସ୍ତକ ଉନ୍ନୋଚିତ ହୋଇଯାଇଛି ଏହା ହେଉଛି ସଂସଦର ବାର୍ଷିକ ମୁଖପତ୍ର ଭାବେ ପ୍ରକାଶିତ କବିତା ସଙ୍କଳନ ସ୍ତବକ ଓ କବି ଆଖଣ୍ଡଳମଣୀ ପଣ୍ଡାଙ୍କ…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବାସନ୍ତିକା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )