ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଓଡ଼ିଆ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଏକ ସବ୍ କମିଟି ଗଠନ କରାଯିବ ଏହା ବ୍ୟତୀତ କାଳଜୟୀ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ କରାଯିବ ଏଥିପାଇଁ ଅନ୍ୟଏକ ସବ୍ କମିଟି ମଧ୍ୟ ଗଠନ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 3ଟି )
ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୁରସ୍କାର ପାଇଁ ୨୧ଜଣ ଲେଖକଙ୍କୁ ଚୟନ କରାଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଖ୍ୟାତନାମା ଔପନ୍ୟାସିକ ଡ.ପ୍ରତିଭା ରାୟ ଭାରତୀୟ ଭାଷା ସାହିତ୍ୟର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 6ଟି )
ଗତକାଲି କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୨ ବର୍ଷ ପାଇଁ ସାରସ୍ବତ ପୁରସ୍କାର ଘୋଷଣା କରାଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଚଳିତମାସ ୧ ତାରିଖରୁ ଏଠାରେ ଚାଲିଥିବା ରାଜ୍ୟର ସବୁଠାରୁ ବଡ଼ ପୁସ୍ତକ ମେଳା ଭାବେ ପରିଚିତ “ରାଜଧାନୀ ପୁସ୍ତକ ମେଳା” ଗତ ୧୨ ତାରିଖ ଦିନ ଉଦ୍ଯାପିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ଉପଖଣ୍ଡ ବଣାଇଁ ସ୍ଥିତ ବଣାଇଗଡ଼ ମହାବିଦ୍ୟାଳୟଠାରେ ଓଡ଼ିଆ ଯୁବଲେଖକ ସମ୍ମେଳନ ପକ୍ଷରୁ ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ଓଡ଼ିଆ ଭାଷାରେ ଦିନକୁ ସଂଖ୍ୟାଧିକ ସାହିତ୍ୟ ପତ୍ରିକା ପ୍ରକାଶିତ ହେବାରେ ଲାଗିଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 4ଟି )
ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି..
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଜାତୀୟସ୍ତରରେ ସମାରୋହ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →