ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ନବ ପ୍ରତିଭା

୫୧ନିଶବ୍ଦ

ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ ସମୁଦ୍ରର ସେଇ ଗର୍ଜନ ବି, ଅଛି ପୁଣି କୋକିଳର କୁହୁତାନ ତଥାପି ଲାଗେ କାହିଁକି ଏତେ ଶୁନ୍‌ଶାନ୍୤ ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ ସହ ଖଟା ମିଠା ଅନୁଭୂତି…

ଅପର୍ଣ୍ଣା ଦତ୍ତ, କେନ୍ଦୁଝର  ( ମତାମତ - 3ଟି )

୫୨ନିସ୍ପନ୍ଦ

ଏମିତି ବି ହୁଏ, ଚିହ୍ନା ଚିହ୍ନା ହସ ଓ ଲୁହରେ ବି ହଜିଯାଏ ବେଳେବେଳେ ନିଜର ସ୍ବରୂପ, ଆଶାର ଝଡରେ କି ସ୍ବପ୍ନର ଜୁଆରରେ ଅକ୍ଷତ ଅକ୍ଷୁଣ୍ଣ ରୁହେ ନୈରାଶ୍ୟର ବିକଟାଳ ରୂପ୤ କେବେ କେବେ ସାଗର ବି କାନ୍ଦିଉଠେ ଆକାଶକୁ…

ଶୁଭେନ୍ଦୁ ମହାନ୍ତି  ( ମତାମତ - 3ଟି )

୫୩ମୋତେ ଭଲପାଅ

ହେ ସୂର୍ଯ୍ୟ! ଫେରିଆସ ଫେରାଅ ମୋ ଅଭୁଲା ଅତୀତ ସ୍ମୃତି ମୋର ଭୁଲିନାହିଁ ତାହା ଆଙ୍କିଛି ମୁଁ ତାର ଚିତ୍ରପଟ୤ ଚିତ୍ର ନୁହେଁ, ଛବି ନୁହେଁ ସେ ଏକ ଜୀବନ୍ତ ପ୍ରତିମା ଶିଳ୍ପୀ କିବା ଗଢିପାରେ ତାରେ କିଏ ତାର କି…

ତନ୍ମୟ ମିଶ୍ର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା  ( ମତାମତ - 1ଟା )

୫୪ବୈଶାଖ ଆସିଲା

ବୈଶାଖ ଆସିଲା ବୈଶାଖର ପିଆଲାରେ ଶୂନ୍ୟ ହେଲା ଚଇତାଳି ସୁରା ତୃଣ ପଲ୍ଲବ ଚିବୁକରେ ନିଃଶେଷିତ ଶିଶିରର ବୁନ୍ଦା ବସନ୍ତର ଆୟୁଷ ଶେଷ କୋକିଳ ଯେ ନିରୁଦ୍ଦେଶ ବୈଶାଖ ଆସିଲା, ବୈଶାଖୀରେ ଝୁଲି ଝୁଲି ବୈଶାଖ ଆସିଲା୤ ପ୍ରଥମ ସକାଳରେ ଭାସି…

ଚୈତାଳି ଦତ୍ତ, ସୁନ୍ଦରଗଡ଼  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ