ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ନବ ପ୍ରତିଭା

୪୧ଅଚି଼ହ୍ନା ପ୍ରେମିକା

“ହୋଇ ଅତି ଚିହ୍ନା-ତଥାପି ଅଚି଼ହ୍ନା ନୁହେଁ ପରିଚିତ-ନୁହେଁ ସେ ଅଜଣା୤” ଏଭଳି ବ୍ୟକ୍ତିଟି କିଏ ଜାଣିବାକୁ ଯାଇ ମୋ ଅଜାଣତରେ ପାଦ ଦୁଇଟି ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଉପରକୁ୤ ବସ୍‌ଟି ଚାଲିଲା ତା ଗନ୍ତବ୍ୟ ପଥରେ୤ ବସ୍‌ର ଗତି ପଥ ସହ…

ଜୀବର୍ଦ୍ଧନ ରଣା  ( ମତାମତ - 9ଟି )

୪୨ଆଗକୁ ନା ପଛକୁ

ଦିନ ଥିଲା, ସକାଳ ହେଲେ ପୂର୍ବାଶାକୁ ଆଲୋକିତ କରି ଉଠୁଥିଲା ବାଳସୂର୍ଯ୍ୟ ପୁଷ୍କରିଣୀର ନୀଳକଇଁ ସ୍ବପ୍ନ ଭାଙ୍ଗୁଥିଲା ଆଖି ମେଲି ଚାହୁଁଥିଲା ସୁର୍ଯ୍ୟଆଡେ ଅଣ୍ଟାଏ ପାଣିରେ ପଶି ଶୀତରେ ଥୁରୁଥୁରୁ ହୋଇ କଇଁଫୁଲ ତୋଳିଲାବେଳେ ଟୁବଗାଡିଆ ବନ୍ଧ ଉପର ଗଛରୁ କନିଅର…

ତଥାଗତ ବାଙ୍ମୟ, କେନ୍ଦ୍ରାପଡା  ( ମତାମତ - 6ଟି )

୪୩ଅସମ୍ପୂର୍ଣ୍ଣ ଅନ୍ତିମ ପତ୍ର

“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ ?” ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର୤ କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ୤ ସ୍ବଚ୍ଛ…

ଜୀବର୍ଦ୍ଧନ ରଣା  ( ମତାମତ - 5ଟି )

୪୪ମୁଁ ଜାଣେ

ମୁଁ ଜାଣେ ତୁମେ ମୋତେ ଭଲପାଅ ବୋଲି ଅଥଚ ଏ ସାମାନ୍ୟ କଥାଟା ପାରୁନ ଏ ସୂକ୍ଷ୍ମ ଓଠରୁ ଖୋଲି କାଳେ କଳଙ୍କ ଲାଗିଯିବ ଆମ ବନ୍ଧୁତ୍ବରେ କାଳେ ନିଆଁ ଲାଗିଯିବ ଆମ ସ୍ନେହ ମୀନାରରେ ହେଲେ କେତେଦିନ ସହିଥିବ ମୁହଁ…

ଜୀବର୍ଦ୍ଧନ ରଣା  ( ମତାମତ - 3ଟି )

୪୫ହୁଁ କହୁଥିବା ଯାଏ…

ଆରମ୍ଭରେ ଶେଷ ନା ଶେଷରେ ଆରମ୍ଭ କୋଉଠି ସରିଛି ଚଲାପଥ-? ତମ ସହ ଚାଲୁଥିଲେ ବାଟ ଯେତେ ଦୂର ସେତେ ଲାଗେ ପାଖ ଅଥଚ ! ଏମିତି ଲାଗେ ଓଃ ସରନ୍ତାନିକି ଏ ଅସରନ୍ତି ଗପ ! କେବେ ମରିବ ଫୁଲଗଛ…

ଦୀନକୃଷ୍ଣ ପ୍ରଧାନ,ଅଳଗୁମ, ପୁରୀ  ( ମତାମତ - 1ଟା )

୪୬ଓଲଟା ଠିକ୍‌ ନା ଠିକ୍‌ ଓଲଟା

ଅପେକ୍ଷା କରିଛି ଭାଗ୍ୟ ଅଣ୍ଡାଳି ଖୋଜୁଛି ସମୟ ଚାହିଁଲି ହାତଘଣ୍ଟା ମନେହେଲା ସୂଚାଉଛି ଦିଗ ଦକ୍ଷିଣକୁ, ବିଶ୍ରାମ ନେଉଛି ସରୁକଣ୍ଟା ଠିକ୍‌ ତା ଓଲଟାରେ କ୍ଳାନ୍ତି ମେଣ୍ଟାଉଛନ୍ତି ଅନ୍ୟ ଦୁଇଟା ଉପରକୁ ଦେଖିଲି ସୂର୍ଯ୍ୟର ପତ୍ତାନାହିଁ କୋଳେଇ ନେଇଛି ପଣତ ବିଛେଇ…

ସନ୍ତୋଷ କୁମାର ପଣ୍ଡା, ନିଗମାନନ୍ଦ ନଗର, ଭୁବନେଶ୍ବର -୧୦  ( ମତାମତ - 1ଟା )

୪୭ଛିଣ୍ଡା ଗୁଡି

ମୁଁ ଏକ ଛିଣ୍ଡା ଗୁଡି ନଟେଇରୁ ଛିଣ୍ଡିଲା ପରେ ମୁଁ ଖୋଜିଚାଲିଛି ଭୂପୃଷ୍ଠ ହେଲେ ଅଟକିଯାଇଛି ଏକ ଅନାମଧ୍ୟେୟ ଗଛର ଡାଳରେ୤ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମତେ ତରଳିବାକୁ ହେବ ମାଘର କାଠୁଆ ଶୀତରେ ଜଳିବାକୁ ହେବ ବୈଶାଖର ତପ୍ତ ମଧ୍ୟାହ୍ନରେ…

ପ୍ରସନ୍ନ ମହାନ୍ତି, ଭୁବନେଶ୍ବର  ( ମତାମତ - 2ଟି )

୪୮ଭିନ୍ନ ଇଲାକା

କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା୤ କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା – ନା’ ବେଳ ବେଶୀ ହୋଇନି୤…

ବିଜୟ କୁମାର ମିଶ୍ର , ଭୁବନେଶ୍ବର  ( ମତାମତ - 5ଟି )

୪୯ଆତ୍ମବିଶ୍ବାସ

ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର ଅଛି କି ନା ମୁଁ ଜାଣିନି ତେଣୁ ଭାବିନେଲି ତୁମର ସେ ଆତ୍ମବିଶ୍ବାସ ଅତୁଟ ରହୁ ଏବଂ ମୋର କି ବିଶ୍ବାସ ହେଲା ଯେ ତୁମେ ସତ କହିଛ ଅବଶ୍ୟ ମଝିରେ ମଝିରେ ମୁଁ…

ପ୍ରବୋଧ କୁମାର ହୋତା, ଭୁବନେଶ୍ବର  ( ମତାମତ ଦିଅନ୍ତୁ →

୫୦ସମ୍ପର୍କ

ମୁଁ ଏକ ଜ୍ୟାମିତିକ ବିନ୍ଦୁ ସ୍ଥିତି ଅଛି ଆୟତନ ନାହିଁ ପରିଧି ମୁଁ ନିଜେ ମୁହିଁ ପରିସୀମା ଖୋଜି ପାଏ ନାହିଁ ୤୧୤ ତୁମେ ଦୂରେ କାହିଁ କେତେ ଦୂରେ ମୋ ମନର ସରହଦ ଡେଇଁ ଦୀର୍ଘ ଏକ ଆୟତକ୍ଷେତ୍ର ପାରିବି…

ଯଜ୍ଞେଶ୍ବର ପଣ୍ଡା, କୋରାପୁଟ  ( ମତାମତ - 1ଟା )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ