ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ତୁମର ଆତ୍ମବିଶ୍ବାସ ଭାଙ୍ଗିବାରେ ଅନ୍ୟର ଅଧିକାର ଅଛି କି ନା ମୁଁ ଜାଣିନି ତେଣୁ ଭାବିନେଲି ତୁମର ସେ ଆତ୍ମବିଶ୍ବାସ ଅତୁଟ ରହୁ ଏବଂ ମୋର କି ବିଶ୍ବାସ ହେଲା ଯେ ତୁମେ ସତ କହିଛ ଅବଶ୍ୟ ମଝିରେ ମଝିରେ ମୁଁ…
ପ୍ରବୋଧ କୁମାର ହୋତା, ଭୁବନେଶ୍ବର ( ମତାମତ ଦିଅନ୍ତୁ →
ମୁଁ ଏକ ଜ୍ୟାମିତିକ ବିନ୍ଦୁ ସ୍ଥିତି ଅଛି ଆୟତନ ନାହିଁ ପରିଧି ମୁଁ ନିଜେ ମୁହିଁ ପରିସୀମା ଖୋଜି ପାଏ ନାହିଁ ୧ ତୁମେ ଦୂରେ କାହିଁ କେତେ ଦୂରେ ମୋ ମନର ସରହଦ ଡେଇଁ ଦୀର୍ଘ ଏକ ଆୟତକ୍ଷେତ୍ର ପାରିବି…
ଯଜ୍ଞେଶ୍ବର ପଣ୍ଡା, କୋରାପୁଟ ( ମତାମତ - 1ଟା )
ବିଶାଳ ଗଗନ ତଳେ ଅଛି ସେଇ ସବୁଜ ଧରଣୀ ସମୁଦ୍ରର ସେଇ ଗର୍ଜନ ବି, ଅଛି ପୁଣି କୋକିଳର କୁହୁତାନ ତଥାପି ଲାଗେ କାହିଁକି ଏତେ ଶୁନ୍ଶାନ୍ ଅଛି ସେଇ ଚିହ୍ନା ଅଚିହ୍ନା ମଣିଷଙ୍କ ଭିଡ ସହ ଖଟା ମିଠା ଅନୁଭୂତି…
ଅପର୍ଣ୍ଣା ଦତ୍ତ, କେନ୍ଦୁଝର ( ମତାମତ - 3ଟି )
ଏମିତି ବି ହୁଏ, ଚିହ୍ନା ଚିହ୍ନା ହସ ଓ ଲୁହରେ ବି ହଜିଯାଏ ବେଳେବେଳେ ନିଜର ସ୍ବରୂପ, ଆଶାର ଝଡରେ କି ସ୍ବପ୍ନର ଜୁଆରରେ ଅକ୍ଷତ ଅକ୍ଷୁଣ୍ଣ ରୁହେ ନୈରାଶ୍ୟର ବିକଟାଳ ରୂପ କେବେ କେବେ ସାଗର ବି କାନ୍ଦିଉଠେ ଆକାଶକୁ…
ଶୁଭେନ୍ଦୁ ମହାନ୍ତି ( ମତାମତ - 3ଟି )
ହେ ସୂର୍ଯ୍ୟ! ଫେରିଆସ ଫେରାଅ ମୋ ଅଭୁଲା ଅତୀତ ସ୍ମୃତି ମୋର ଭୁଲିନାହିଁ ତାହା ଆଙ୍କିଛି ମୁଁ ତାର ଚିତ୍ରପଟ ଚିତ୍ର ନୁହେଁ, ଛବି ନୁହେଁ ସେ ଏକ ଜୀବନ୍ତ ପ୍ରତିମା ଶିଳ୍ପୀ କିବା ଗଢିପାରେ ତାରେ କିଏ ତାର କି…
ତନ୍ମୟ ମିଶ୍ର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ( ମତାମତ - 1ଟା )
ବୈଶାଖ ଆସିଲା ବୈଶାଖର ପିଆଲାରେ ଶୂନ୍ୟ ହେଲା ଚଇତାଳି ସୁରା ତୃଣ ପଲ୍ଲବ ଚିବୁକରେ ନିଃଶେଷିତ ଶିଶିରର ବୁନ୍ଦା ବସନ୍ତର ଆୟୁଷ ଶେଷ କୋକିଳ ଯେ ନିରୁଦ୍ଦେଶ ବୈଶାଖ ଆସିଲା, ବୈଶାଖୀରେ ଝୁଲି ଝୁଲି ବୈଶାଖ ଆସିଲା ପ୍ରଥମ ସକାଳରେ ଭାସି…
ଚୈତାଳି ଦତ୍ତ, ସୁନ୍ଦରଗଡ଼ ( ମତାମତ - 2ଟି )